ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ଆକ୍ରୋଶ ମୂଳକ ଗିରଫଦାରୀକୁ କଳାହାଣ୍ଡି ରେ ବିରୋଧ

ଭବାନୀପାଟଣା:ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିଆସୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ରାତି ଅଧିଆ ବେକକୁ ଚିପିବା, ମୁହଁ ବନ୍ଦ କରିବା, ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ସଦୃଶ ଗାମୁଛା ଗୋଡାଇ ଗିରଫ କରଯିବାକୁ ନେଇ କଳାହାଣ୍ଡି ରେ ପ୍ରତିବାଦ କରାଯିବା ସହ ଏହାକୁ ନିନ୍ଦା କରାଯାଇଛି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବୈଦୁତିକ ଗଣମାଧ୍ୟମ ଓ ଖବର କାଗଜର ସାମ୍ବାଦିକ, ବିଭିନ୍ନ ରାଜନୈତିକ,ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ସଦସ୍ୟ ମାନେ ସ୍ଥାନୀୟ ଭବାନୀପାଟଣା ଅମଲା ଭବନ ଠାରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଳା ଅରାକ୍ଷୀ ଅଧିକ୍ଷକ ଙ୍କୁ ରାଜ୍ୟପାଳ ଙ୍କ ଉଧେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଇ ନିର୍ଦୋଷ ରେ ଖଲାସ କରିବା ପାଇଁ ଦାବି କରାଯାଇଛି ।

Related posts

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

Sunil Chandra Nayak

ଅର୍ପିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଅଜବ ଗଜବ

Leave a Comment

error: Content is protected !!