ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇଟି ବିଦ୍ୟାଳୟର A1 ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ଵର, ୦୮/୭/୨୨- ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ଅଧିନ ସରକାରୀ ଉଚ୍ଚ ବିଦ୍ଯାଳୟ, ଗଣ୍ଡିବେଡ ଏବଂ ଅନନ୍ତ ପ୍ରସାଦ ସରକାରୀ ହାଇସ୍କୁଲ ଶ୍ରୀରାମପୁରରେ ମୋଟ ୧୮ ଜଣ ଛାତ୍ରଛାତ୍ରୀ A1 ପାଇଛନ୍ତି । ସେଥିମଧ୍ୟରୁ ଗଣ୍ଡିବେଡର ୧୧ ଜଣ ଓ ଶ୍ରୀରାମପୁରର ୭ ଜଣ । ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ତରଫରୁ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଗହଣରେ ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ମାନସ ଦାଶ, ସରପଞ୍ଚ ବନିତା ପ୍ରଧାନଙ୍କ ପ୍ରତିନିଧି ବିଶ୍ବଭୂଷଣ ପ୍ରଧାନ ଏବଂ ସମିତି ସଭ୍ୟା ପ୍ରତିନିଧି ରବୀନ୍ଦ୍ର ମହାନ୍ତି ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା – ବଞ୍ଚିବାକୁ

Sunil Chandra Nayak

ଲଗାଣ ବର୍ଷା ରେ ରାସ୍ତା ବ୍ରିଜ ଜଳ ମୟ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ଏ କି ପୋଲିସ ବାବୁଙ୍କ ମାନବିକତା ???

Sunil Chandra Nayak

Leave a Comment

error: Content is protected !!