ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଶାରି ଭିତରେ ପଶି ଯୁବକର ପ୍ରାଣ ନେଲା ଚିତି ସାପ

ମୟୂରଭଞ୍ଜ -୮/୭/୨୨(ମସିହା) –ଆଶାଢମାସ ;ବର୍ଷାପାଣି ଚାରିଆଡ଼େ ପଶିବାରୁ ସାପ ସବୁ ଘର ମୁହାଁ । ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ଧଳପୁର ଖଇରିପାଳ ଗ୍ରାମର ଡାଙ୍ଗରାସାହିର ରାଜୁ ମୁଣ୍ଡା ଇରା(୨୭) ଗୁରୁବାର ଦିନ ରାତିରେ ଖାଇ ପିଇ ଘର ଭିତରେ ସାରି ଟାଙ୍ଗି ଶୋଇଥିଲା । ରାତି ପ୍ରାୟ ୧୦ ଟା ପାଖାପାଖି ସମୟରେ ହଠାତ୍ କାଳ ସର୍ପ ଚିତି କେଉଁ ବାଟେ ମାରି ଭିତରେ ପଶି ରାଜୁକୁ କାମୁଡି ଥିଲା । ତାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଜଗଜ୍ଜୀବନ ସା ଙ୍କ କବିତା ତିନି ପଦୀ 

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା କହିବା ଅଳପ ଶୁଣିବା ବେଶୀ

Sunil Chandra Nayak

ଡ଼ ଭୀମ ରାଓ ଆମ୍ବେଦକର ଙ୍କ 131 ତମ ଜନ୍ମ ବାର୍ଷିକ ପାଳିତ

Sunil Chandra Nayak

Leave a Comment

error: Content is protected !!