ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

କାମାକ୍ଷା ନଗର: ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ। ଗରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। କାମାକ୍ଷାନଗର ଥାନା କାଦୁଆ ଗ୍ରାମର ଘଟଣା। ସୂଚନା ମୁତାବକ ଗତ ରାତି ୯ ଟା ବେଳକୁ କାଦୁଆ ଗ୍ରାମର କାଳିଆ ଦେହୁରି ଗ୍ରାମ ଛକ ନିକଟରେ ଠିଆ ହୋଇଥିବା ବେଳେ ଗ୍ରାମର କରୁଣା,ବିକାଶ,ପାଗେଳା ଓ ଭରତ ଉଭୟଙ୍କ ମଧ୍ୟରେ ଅସଭ୍ୟ ଭାସାରେ ଗାଳିଗୁଲଜ ହେଉଥିଲେ। କାଳିଆ ଏଥିରେ ବ।ରଣ କରିବାରୁ ତା ସହ ଏମାନେ ବଚସା ହୋଇଥିଲା। ଏବଂ ସେମାନେ ଧକାମାରି ବିଲକୁ ପକାଇ ଦେଇଥିଲେ। ଏହି ଦେଖି କାଳିଆର ପୁତୁରା ନବିନ ଦେହୁରି ଦୌଡି ଆସିଥିଲା। ଫଳରେ ୪ ଜଣ ମିଶି ଟାଙ୍ଗିଆରେ ନବିନକୁ ହାଣି ପକାଇଥିଲେ। ନବିନର ପିଠି,ଛାତି ଓ ହାତରେ ଗଭୀର ଆଘତ ଲାଗିଛି। ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତିକରିଛନ୍ତି। ଏବେ ଚିକିତ୍ସା ଯାରି ରହିଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ରତିନାରାୟଣ ରାଉତ ଙ୍କ କବିତା ବଡ଼ଦାଣ୍ଡ ଜଗନ୍ନାଥ 

ପ୍ରତାପ କିଶୋର ରାଉତ ଙ୍କ କବିତା ଘାସଫୁଲ

Sunil Chandra Nayak

ଆମପାଣି ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ଉଦଘାଟନ କଲେ ଜନ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!