ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରାବଣ ମାସ ର ପ୍ରଥମ ଦିନରେ ଶିବ ମନ୍ଦିର ଠାରେ ଦେଖିବାକୁ ମିଳିଛି ନାଗସାପ

ଗୋଲାମୁଣ୍ଡା /ପ୍ରଗତିଶୀଳ ମସିହା/ ନ୍ୟୂଜ୍ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ତ କୁହୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାମାଳ ବୋରିଗୁମ୍ମା ପଡା ବନକଦେଇ ପାହାଡ ଉପରେ ଥିବା ଶିବମିନ୍ଦର୍ ଶିବଲିଙ୍ଗ ଉପରେ ଦେଖିବାକୁ ମିଳିଛି ଏକ ବିରାଟ ନାଗସାପ । ସୂଚନାରୁ ପ୍ରକାଶ ଯେ ଶ୍ରାବଣ ମାସ ପ୍ରଥମ ଦିନରେ ଶିବ ମନ୍ଦିର ପୁଝାରୀ ସକାଳୁ ପୂଜା କରିବାକୁ ଯାଇଥିଲେ କବାଟ ଖୋଲିଦେଖିଲା ବେଳକୁ ମହାଦେବଙ୍କ ଶିବଲିଙ୍ଗ ଉପରେ ଏକ ବିରାଟ ନାଗସାପ ଘୋଡାଇ ହୋଇଥିବା ଦେଖିଥିଲେ। ପରେ ଗ୍ରାମର ଲୋକ ମାନଙ୍କୁ ଖବର ଦେଇଥିଲେ ଖବର ପାଇ ବୋରିଗୁମ୍ମା ର ସମସ୍ତ ଲୋକେ ଆସି ପୂଜାର୍ଚ୍ଚନା କରିବା ସାଙ୍ଗକୁ ଦର୍ଶନ କରିଥିଲେ। ଏହି ସମୟରେ ମନ୍ଦିର ପୂଜକ ଠାକୁର ପୁଟେଲ ଗ୍ରାମର ଭକ୍ତବୃନ୍ଦ ପ୍ରେମାଲାଲ ପୁଟେଲ୍ ,ବେଦବନ୍ତ୍ ପଟେଲ ,ହେମନ୍ତ ପଟେଲ, ଝଜ ପଟେଲ, ଗଜିନ ପଟେଲ, ଦେବ ହରିଜନ, କ୍ଷମା ସାହୁ, ଦାଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା, ପ୍ରତିନିଧି,

Related posts

ଦଳିତ ଗରିବ ପିଲା କୁ ଦୁବୃତ୍ତ ମାନେ କଲେ ଆକ୍ରମଣ ,ତନ୍ତିଆପାଳ ରେନ ଫରେଷ୍ଟ ବାର ଭିତରେ ପଶି କର୍ମଚାରୀ ଙ୍କୁ ଗୋଡ଼ାଇ ପିଟିଲେ

Sunil Chandra Nayak

ଝିମିଟି ଖେଳରୁ ମହାଭାରତ ର ରୁପରେଖ         

Sunil Chandra Nayak

ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

Sunil Chandra Nayak

Leave a Comment

error: Content is protected !!