ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ର ଚନ୍ଦ୍ର ଶେଖର ଗାଆଁ ରୁ ଏକ ଅଭାବ ନିୟ ଦୁଃଖଦ ଚିତ୍ର ନଜର କୁ ଆସିଛି। ସୂଚନା ଯୋଗ୍ୟ ଯେ ଗତ ରାତି ରେ ସ୍ଵାମୀ ମାଝୀ ପରକୀୟା ପ୍ରୀତିକୁ କେନ୍ଦ୍ର କରି ସ୍ତ୍ରୀ ସୁଚଲା ଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା।ଏହି ସାମାନ୍ୟ୍ କଥା କୁ ନେଇ ସ୍ବାମୀ ଏକ ଧାରୁଆ କଟୁରୀ ସାହାର୍ଯ୍ୟ ରେ ସ୍ତ୍ରୀ ର ବେକ କୁ କାଟି ଦେଇଥିଲା ତତ୍ ସହିତ କଟା ମୁଣ୍ଡ କୁ ଧରି ରାସ୍ତା ରେ ଚାଲି ଚାଲି ଯାଉଥିଲା ବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସ୍ ର ଜିମା ଦେଇଥିଲେ। ଅଭିଯକ୍ତ ସ୍ବାମୀ ଜଣେ ମାନସିକ ବିକୃତ। ଏଥି ପାଇଁ ଏହି ପରି ବିଭତ୍ସ ହତ୍ୟାକାଣ୍ଡ କରିଛି ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ଗନ୍ଦିଆ ପୋଲିସ୍ କଟା ମୁଣ୍ଡ କୁ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଚି । ଏହି ଘଟଣା ଟି ସାରା ରାଜ୍ୟରେ ଚହଳ ପକାଇ ଦେଉଚି।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍