ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାୟିତ୍ୱ ଗ୍ରହଣ କଲେ ଗଗନଧୂଳି ସେବା ସମବାୟ ସମିତି ସଭାପତି

ବାଲେଶ୍ଵର, ୨୧/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ସେବାସମବାୟ ସମିତିର ସଭାପତିଙ୍କ ଦାୟିତ୍ବ ଗ୍ରହଣ । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ମାନସ କୁମାର ଦାଶ, ବିଧାୟକ ପ୍ରତିନିଧି କରୁଣାକର ଜେନା, ଗଗନଧୂଳି ସରପଞ୍ଚ ମଦନ ମୋହନ ସାନ୍ତରା, ଜଳଦା ସରପଞ୍ଚ ଗୀତାଞ୍ଜଳି ବେହେରା, ସମିତିର ସମ୍ପାଦକ ଗଗନ ବିହାରୀ ଯେନା, ଗଜେନ୍ଦ୍ର ପ୍ରସାଦ ସାହୁ, ଜୟଶ୍ରୀ ସାହୁ, ଜଗବନ୍ଧୁ ମହାରଣା, ପ୍ରଭାକର ମଳିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମହାନ୍ତି, ଡଗରପଡା ସରପଞ୍ଚ ରତ୍ନାକର ଦଳେଇ ଏବଂ ମାୟାଧର ଦାସ ଓ ଲୋକନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସଭାପତି ହରେକୃଷ୍ଣ ଶତପଥୁଙ୍କୁ ଫୁଲ ତୋଡା ଏବଂ ଉତ୍ତରୀୟ ଦେଇ କରିଥିଲେ । ଏଥିରେ ସମିତିକୁ ନବନିର୍ବାଚିତ ହୋଇଥବା ୧୫ଜଣ ସଭ୍ୟସଭ୍ୟା ମଧ୍ୟ ଉପସ୍ଥିତ ଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କବିତା – ଭାବ ଭକ୍ତି

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ପବିତ୍ର ଗୀତା ଜୟନ୍ତୀ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଭଜନ

Sunil Chandra Nayak

Leave a Comment

error: Content is protected !!