ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ପ୍ରେସ୍ ଆସୋସିଏସନ୍ ର ଜରୁରୀ କାଳୀନ ବୈଠକ

ରୁପ୍ରା ,୨୯/୭(ମନିସ): ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୁରସ୍ଥିତ ଶୂଦ୍ଧାନନ୍ଦ ଆଶ୍ରମ ପରିସରରେ ଆଜି ନର୍ଲା ପ୍ରେସ୍ ଆସୋସିଏସନ୍ ର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ୍ ପ୍ରେସ୍ ଆସୋସିଏସନ୍ ର ସଭାପତି ଦୀପକ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ଓଜେୟୁର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ଓ କଳାହାଣ୍ଡି ଜିଲ୍ଲା ସଂପାଦକ ଲକ୍ଷ୍ମଣ ସ୍ବାଇଁ ଯୋଗ ଦେଇଥିଲେ । ପ୍ରେସ୍ ଏସୋସିଏସନ୍ ସଂପାଦକ ଅଜୟ କୁମାର ସେନାପତି ବୈଠକର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରତିଷ୍ଠିତ ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କୁ କିଛିଦିନ ତଳେ ହୋଇଥିବା ଆକ୍ରମଣ ଉପରେ ତୀବ୍ର ନିନ୍ଦା କରାଯାଇଥିଲା । ସମ୍ବାଦିକ ବୃତ୍ତି ଆଜି ଅସୁରକ୍ଷିତ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନକୁ ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବୈଠକରେ ଦାବୀ କରାଯାଇଥିଲା । ସାମ୍ବାଦିକ ମାନଙ୍କ ବିରୁଦ୍ଧରେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବିଭିନ୍ନ ଅଣ ପଞ୍ଜିକୃତ ଗଣମାଧ୍ୟମ ସାହାଯ୍ୟରେ କାର୍ଯ୍ଯରତ ସାମ୍ବାଦିକ ମାନଙ୍କୁ ବଦନାମ୍ କରିବା ସହ ମିଥ୍ୟା ଓ ଅସାମ୍ବିଧାନିକ ଶବ୍ଦ ପ୍ରୟୋଗକରୁଥିବା ଦ୍ୱାରା ଉକ୍ତ ବୈଠକରେ ନିନ୍ଦା କରାଯାଇଥିଲା । ତେଣୁ ଆଗାମୀ ଦିନରେ ଯଦି ଏହିପରି ଘଟଣା ନଜରକୁ ଆସେ ତାହେଲେ ସଂଘ ତରଫରୁ ଥାନା ଓ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆଙ୍କ ଦପ୍ତରରେ ଅଭିଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଖବର ସଂଗ୍ରହରେ ସଂଯମତା ଓ ସମ୍ବାଦ ପରିବେଷଣରେ ଶାଳୀନତା ରକ୍ଷା କରିବାକୁ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ସମସ୍ତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବରେ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ସେହିପରି ସଚେତନ ନାଗରିକ ଥବିରାମ ବୁଦ୍ଧିଆ, କୁମୁଦ ନାଏକ, ନଗେନ୍ଦ୍ର ପଧାନ ଓ ନରସିଂହ ଥାପା ପ୍ରମୁଖ ଯୋଗଦାନ କରିଥିଲେ । ଏହି ବୈଠକରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇ ସଂଘର ନିତି ନିୟମକୁ ପାଳନ କରିବାକୁ ଶପଥ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସଂଘକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଚାନ୍ଦ, ମନୋଜ କୁମାର ଷଡ଼ଙ୍ଗୀ, ତ୍ରିଲୋଚନ ଗୌଡ, ପ୍ରଦୀପ କୁମାର ଗୌଡ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଡୋଲାମଣି ସାହୁ, ଚିନ୍ତାମଣି ନାଏକ, ଶୁଭମ ରୋହିଲା, ଖଗେଶ୍ବର କୁମାର, ଗଣେଶ ଭୋଇ, ତପନ ସାହୁ, ବାବୁଲାଲ, ନୀଳକଣ୍ଠ ବେହେରା, ସଞ୍ଜିବ ଦାସ , ଅଜୟ ପଣ୍ଡା ଓ ‘ସମ୍ୱାଦ’ ବିତରକ କୈଳାସ ସାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଶାନ୍ତନୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

 

Related posts

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗର୍ଭଣା ସଂକ୍ରାନ୍ତି

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୌକା

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort