ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରୀନ୍ ଟ୍ରିବୁନାଲ ଗାଇଡ୍ ଲାଇନ୍ କୁ ଉଲଂଘନ ,ଖୁଲମଖୁଲା ବାଲି ଚାଲାଣ ପ୍ରତିବାଦରେ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

ଆନନ୍ଦପୁର -: ଓଡିଶା ରେ ଗ୍ରୀନ୍ ଟ୍ରିବୁନାଲ ଗାଇଡ୍ ଲାଇନ୍ କୁ ଉଲଂଘନ କରାଯାଇ ବର୍ଷା ଋତୁରେ ଦିନ ଦିପହରରେ ଖୁଲମଖୁଲା ବାଲି ଚାଲାଣ ଚାଲିଛି ଓ କଳ କାରଖାନା ର ମଇଳା ପାଣି ନଦୀ କୁ ଛାଡ଼ି ବାରୁ ନଦୀ ପାଣି ପ୍ରଦୂଷିତ ହୋଉଥିବା ପ୍ରତିବାଦରେ ଆଜି ଅଗଷ୍ଟ ୧ ତାରିଖ ସୋମବାର ଦିନ ୧ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ରାଜଭବନ ଠାରେ ଓଡିଶା ର ମାନ୍ୟବର ରାଜ୍ୟପାଳ ଗଣେଶିଲାଲଜୀକୁଂ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ କଂ ନେତୃତ୍ଵରେ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସହସଂଯୋଜକ ଡକ୍ଟର ରବିନ୍ଦ୍ର କୁମାର ବେହେରା, ଅଶୋକ କୁମାର ରଥ, ଅଜୟ କୁମାର ସାହୁ, ସଜୀବ କୁମାର ରଣା, ବିକ୍ରମ କେଶରୀ ରାଉତରାୟ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଜୟପାଟଣାରେ ମିଶନ ଶକ୍ତି ଋଣମେଳା ଅନୁଷ୍ଠିତ

Sunil Chandra Nayak

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

Sunil Chandra Nayak

କୋଷାଗୁମୁଡ଼ା ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!