ଆନନ୍ଦପୁର ଉପଖଣ୍ଡ ଜଳସରପୁର ଗ୍ରାମର ମଗୁଲି ବେହେରାଙ୍କ ପଞ୍ଚମ ଶ୍ରେଣୀରେ ପଢୁଥିବା ପୁଅ ରାଜେଶ ବେହେରା ସ୍କୁଲରୁ ଛୁଟି ପରେ ଘରକୁ ଫେରୁଥିବା ବେଲେ ତାଙ୍କୁ ବଜ୍ରପାତ ମାରିଥିଲା ଜାହା ଫଳରେ ସେ ଅଚେତ ହୋଇ ପଡିଯାଇଥିଲେ। ଛାତ୍ରଟିକୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିକରି ଥିଲେ। ସେଠାରେ ଡାକ୍ତର ତାଙ୍କୁ ମୁତ ଘୋଷଣା କରିଛନ୍ତି
ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ