ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନବ ସେବା ସଦନର କୃତଜ୍ଞତା ଜ୍ଞାପନ

ରାଉରକେଲା/ ଜଗଦା ସ୍ଥିତ “ସର୍ଭିସ୍ ଟୁ ହ୍ୟୁମାନ୍ ଫାଉଣ୍ଡେସନ “ମାନବ ସେବା ସଦନର ଜଣେ ୬ ବର୍ଷିୟ ମୁକ ବଧିର ଅନ୍ତେବାସୀ ରାକେଶ କିଷାନର ଦେହ ଅସୁସ୍ଥ ହେବାରୁ ପ୍ରଥମେ ଆରଜିଏଚ, ପରେ ସିଡବ୍ଲ୍ୟୁଏସ ଓ ଶେଷରେ ଆଇଜିଏଚ ରେ ଚିକିତ୍ସା କରାଯାଇଥିଲା। ପରେ ସେଠାରୁ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିବାରୁ ଓ ଏହି କାର୍ଯ୍ୟକ୍ରମ ରେ ସହଯୋଗର ହାତ ବଢାଇଥିବା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବ୍ଲେସ ଆଣ୍ଡ ବ୍ଲିସ ଏନଆଇଟି ରାଉରକେଲା, ହଣ୍ଡ୍ରେଡସ୍ ଟିମ୍, ଆଶା ଗୃପ ଏନଆଇଟି, ସମାଜସେବୀ ଲକ୍ଷ୍ମୀ ଧର ନାୟକ,ଲୀନା ତ୍ରିପାଠୀ,ବିଜୟାନନ୍ଦ ପଟ୍ଟନାୟକ,ରଜତ ନାୟକ,ଶଶି ନାୟକ, ଅମର ସିଂ, ପ୍ରଭାସ ଦାସ ଓ ଆଶ୍ରମର ଅନ୍ତେବାସୀଙ୍କୁ ସମାଜସେବୀ ହେମନ୍ତା ତାଣ୍ଡିଆ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା 

Sunil Chandra Nayak

ରାଇରଂଗପୁର ସ୍ଥିତ ପି ସି ଏମ୍ ମଣ୍ଡପ ଠାରେ ସ୍ବାବଲମ୍ବି ଭାରତ ଉପରେ କର୍ମଶାଳା

Sunil Chandra Nayak

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!