ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର କୋର୍ଟ ରେ ବୃକ୍ଷ ରୋପଣ

 ରାଇଘର ୫/୮(ମ ନି ସ ) ନବରଙ୍ଗପୁର ଜିଲା ରାଇଘର କୋର୍ଟ ପରିସରରେ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ରାଇଘର କୋର୍ଟ ଜେଏମଏଫସି ସବ୍ୟସାଚୀ ପଣ୍ଡା, ଏ ପି ପି  ରାନୁ ଶୋଭେଦା କୁମାର, ରାଇଘର ବାର ସଭାପତି ପୁରୁଷତମ ମହାପାତ୍ର,ସଂପାଦକ କିରଣ କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କୋମଳ ବଛାର, ରାଜେନ୍ଦ୍ର ସାହୁ, ପରିମଳ ମଣ୍ଡଳ,ବାଦଲ ଦାସ, କମଲେସ କୀର୍ତନିୟା  କୀର୍ତନିୟା, ପୂର୍ଣ୍ଣ ଚନ୍ଦ୍ର  ଗଣ୍ଡ ,ମୋନଜ ଦେ ଙ୍କ ସମେତ ରାଇଘର ର ସମସ୍ତ ଆଇନଜୀବୀ, କୋର୍ଟ ର ସମସ୍ତ କର୍ମଚାରୀ ଓ csi ଖଗପତି ହଲବା  ଙ୍କ ଉପସ୍ଥିତିରେ  ନଡିଆ, ଲିଚୁ, ଲେମ୍ଭୁ ଓ ଗୁଆ ଗଛ ଲଗାଇ ଥିଲେ l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ସସ୍ମିତେଶ ସାହୁ ଙ୍କ କବିତା କାଳିଆକୁ ପଦେ

Sunil Chandra Nayak

ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ପାଳିତ

Sunil Chandra Nayak

ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

Sunil Chandra Nayak

Leave a Comment

error: Content is protected !!