ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅକ୍ଷୟ ଫାଉଣ୍ଡେସନ ଦ୍ୱାରା ସମ୍ମାନିତ ହେଲେ ଟପ୍ପର କୋକସରା ବ୍ଲକ ଛାତ୍ରଛାତ୍ରୀ

କୋକସରା,୧୫/୮-( ମ ନି ସ ) ଆଜି ସମଗ୍ର ଦେଶରେ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ “ଆଜାଦି କା ଅମୃତ ମହୋତ୍ସବ” ମହା ସମାରୋହରେ ପାଳନ ହେଉଥିବା ବେଳେ କୋକସରାରେ ମଧ୍ୟ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ କୋକସରା ଅଂଚଳର ପରିଚିତ ଦିବଂଗତ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରେମଲତା ଦାସ ଏବଂ ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସଙ୍କ ସ୍ମୃତିରେ “ଅକ୍ଷୟ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ପ୍ରେମଲତା ଚାରିଟେବଲ ଟ୍ରଷ୍ଟ” ଦ୍ୱାରା ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରାକାର ଅଧିନ ୧୦ମ, +୨, +୩ ସ୍ତରରେ ତଥା କେନ୍ଦ୍ର ସରକାର ଅଧିନ ୧୦ମ ଓ ଦ୍ୱାଦଶ ଶ୍ରେଣୀରେ କୋକସରା ବ୍ଲକରେ ସର୍ବୋଚ୍ଚ ମାର୍କ ରଖିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ “ରୁରାଲ ଟେଲେଣ୍ଟ ଆୱାର୍ଡ-୨୦୨୨” ରେ ସମ୍ମାନୀତ କରାଯାଇଥିଲା । ଉକ୍ତ ପୁରସ୍କାର ପାଇଁ ରାଜ୍ୟ ସରାକାରଙ୍କ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସ୍ତର ପାଇଁ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ମାଝୀଗୁଡାର ଶ୍ରୀମାନ ବିମଳ କୃଷ୍ଣ ପଣ୍ଡା ଏବଂ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡାର କୁମାରୀ ମଧୁସ୍ମିତା ବାଗଙ୍କୁ ସର୍ବୋଚ୍ଚ ମାର୍କ ପାଇଥିବା ନିମନ୍ତେ ଯୁଗ୍ମ ରୂପେ ପୁରସ୍କୃତ କରାଯାଇଥିଲା । ସେହିପରି +୨ ବିଭାଗ ପାଇଁ ପଂଚାୟତ ସମିତି ହାଇଅର ସେକେଣ୍ଡାରୀ ସ୍କୁଲ କୋକସରାର କୁମାରୀ ଅର୍ଘ୍ୟରୂପା ରାଉତ ଏବଂ +୩ ସ୍ତରପାଇଁ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, କୋକସରାର ରାଜନିତୀ ବିଜ୍ଞାନ ସମ୍ମାନରେ ସର୍ବୋଚ୍ଚ ନମ୍ବର ପାଇଥିବା ଶ୍ରୀମାନ ଉମାଶଙ୍କର ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବିଭାଗ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ବଙ୍ଗୋମୁଣ୍ଡାର ସାନ୍ୟା ସଞ୍ଜିବନୀ ଠାକୁର ଓ ଦ୍ୱାଦଶ ଶ୍ରେଣୀ ବିଭାଗ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ବଙ୍ଗୋମୁଣ୍ଡାର ଜଳନ୍ଧର ସାହୁ ପ୍ରଭୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ତରଫରୁ କୃତି ଛାତ୍ରଛାତ୍ରୀ ମାନଙ୍କ ପରବର୍ତ୍ତି ଶିକ୍ଷା ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ସଭାର ମୁଖ୍ୟ ଅତିଥି କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀତା ଅଗ୍ରୱାଲ, କୋକସରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ମନିଷା ଦାସ ପୁରସ୍କାର ପ୍ରଦାନ କରିଥିଲେ ।

 

Related posts

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ଓ ଘାଗରାମୁଣ୍ଡା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଓ ସଂଜୀବନୀ ବିକାଶ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

Sunil Chandra Nayak

ଲାଞ୍ଜିଗଡ଼ରୋଡ଼ଠାରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort