ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ୱତୀ ଶିଶୁ ମନ୍ଦିର ନୂତନ ଶ୍ରେଣୀ କୋଠରି ଉଦଘାଟନ କଲେ କୋକସରା ବ୍ଲକ ଅଧ୍ୟକ୍ଷା

କୋକସରା,୧୫/୮- (ମ ନି ସ ) ଆଜି ୭୬ ତମ ସ୍ଵାଧିନତା ଦିବସ ଅବସରରେ କୋକସରା ବ୍ଲକ ସଦର ସରସ୍ୱତୀ ଶିଶୁ ମନ୍ଦିର ର ନୂତନ ଶ୍ରେଣୀ କୋଠରିକୁ କୋକସରା ବ୍ଲକ ଅଧ୍ୟକ୍ଷା ଉଦଘାଟନ କରିଛନ୍ତି। ସ୍ବର୍ଗତ ଗାନ୍ଧିବାଦୀ ସମାଜସେବୀ ହୁକୁମି ଚାନ୍ଦ ଗୁପ୍ତା ଙ୍କ ସ୍ମୁତି ରେ ତାଙ୍କ ପୁଅ ହରଲାଲ ଗୁପ୍ତା ଶିଶୁ ମନ୍ଦିର ପାଇଁ ନୂତନ କୋଠା ନିର୍ମାଣ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ଆଜି ଲୋକାର୍ପିତ କରିଛନ୍ତି। ଶିଶୁ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଶିକ୍ଷାବିତ୍ ମୀନକେତନ ପ୍ରଧାନୀ, ବରିଷ୍ଠ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ପ୍ରତିଷ୍ଠାତା ସଭାପତି ଅଶ୍ୱିନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ କମଲେଶ୍ୱର ରଣା ମଞ୍ଚରେ ଉପସ୍ଥିତ ରହିଥିବା ବେଳେ ଶିଶୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶିଶୁ ମନ୍ଦିର ଭିତ୍ତିଭୂମିରେ ସାହାଯ୍ୟ କରିଥିବା ହରଲାଲ ଗୁପ୍ତାଙ୍କ ତିନି ସୁପୁତ୍ର କୂଳଦୀପ ଗୁପ୍ତା, ଜବାହାରଲାଲ ଗୁପ୍ତା ଓ ବିକ୍ରମ ଗୁପ୍ତା ଙ୍କ ସମେତ କମିଟି ର ସମ୍ପାଦକ ସୁନିଲ କୁମାର ପ୍ରଧାନୀ, ପୂର୍ବ ସଭାପତି ଅଶ୍ୱିନୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ଅଇରି ନାସନ ଚିନ୍ଦା, ବରିଷ୍ଠ ନେତା ନିମାଇଁ ଚରଣ ଧଙ୍ଗଡା ମାଝୀ, ଗୋବର୍ଦ୍ଧନ ବାଗ ପ୍ରମୁଖ ଉପସ୍ଥିତ ଅତିଥିମାନେ ଶିଶୁ ମନ୍ଦିର ପାଇଁ ଶ୍ରେଣୀ କୋଠରି ନିର୍ମାଣ କରି ଶିକ୍ଷାର ବିକାଶ ଓ ଅଞ୍ଚଳର ଶିକ୍ଷାନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଦେଖାଇଥିବା ଗୁପ୍ତା ପରିବାର ଙ୍କୁ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମ କୁ ଗୁରୁଜୀ ଧର୍ମରାଜ ସାହୁ ପରିଚାଳନା କରିଥିବା ବେଳେ କମଲେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ, ଗୁରୁମା ସହ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।

Related posts

ମୟୂରଭଂଜ – ମୋଦୀଜୀଙ୍କ ୮ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପିର ଖବରଦାତା ସମ୍ମିଳନୀ

କଳାହାଣ୍ଡି ର ନାଁ ରଖିଲେ ଜୟରାମ – ୧୦୦ ମିଟର ଦୌଡରେ ରୋପ୍ଯ ପଦକ ହାସଲ

Sunil Chandra Nayak

ଆମ୍ଆଦମୀ ପାର୍ଟି କଳାହାଣ୍ଡି ଶାଖା ତରଫରୁ  କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତାର ଶପଥ ପାଠ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort