ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘୋଡ଼ା ଛାପ ଥିବା ବ୍ୟାପକ ନକଲି ଦେଶୀ ମଦ ପାଉଚ୍ ଜବତ ! ୩ ଗିରଫ ! ଗୋଟିଏ ବୋଲେରୋ ଜବତ

ଭବାନୀ ପାଟଣା -:  ଘୋଡ଼ା ଛାପ ଥିବା ବ୍ୟାପକ ନକଲି ଦେଶୀ ମଦ ପାଉଚ୍ ଜବତ ! ୩ ଗିରଫ ! ଗୋଟିଏ ବୋଲେରୋ ଜବତ ! ଜୁନାଗଡ ଠାରେ ଅବକାରୀ ବିଭାଗ ସ୍ବତନ୍ତ୍ର ସ୍କ୍ୱାର୍ଡ ର ଚଢ଼ାଉ ! ଅଭିଯୁକ୍ତ ମାନେ ନକଲି ମଦ ପାଉଚ୍ଚ ତିଆରି କରି ବାହାର କୁ ଚାଲାଣ କରୁଥିବା ସୂଚନା ଦେଲେ ଅବକାରୀ ନିରୀକ୍ଷକ ଲଳିତ ମୋହନ ମିଶ୍ର ! କଳାହାଣ୍ଡି ଅବକାରୀ ଅଧିକ୍ଷକ ରଞ୍ଜନ ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିଲା ଚଢ଼ାଉ ! ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ବିହାର ଏବଂ ଅନ୍ୟ ଦୁଇଜଣ ଜୁନାଗଡ ର ବୋଲି ସୁଚନା ! ଆଖ ପାଖ ଅଂଚଳରେ ନକଲି ପାଉଚ ଫ୍ୟାକ୍ଟ୍ରି ଥିବା ସନ୍ଧେହ !

ରଜନୀ କାନ୍ତ ମିଶ୍ର ଙ୍କ ରିପୋର୍ଟ 

Related posts

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ 

Sunil Chandra Nayak

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

ଜଗଜ୍ଜୀବନ ସା ଙ୍କ କବିତା ତିନି ପଦୀ 

Leave a Comment

error: Content is protected !!