ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶିଷ୍ଟ ସମାଜସେବୀ ସାଉଲ ସେନାପତି ଙ୍କ ଦେହାନ୍ତ

ଗୋଲାମୁଣ୍ଡା -: ବିଶିଷ୍ଟ ସମାଜସେବୀ ସାଉଲ ସେନାପତି ଙ୍କ ଦେହାନ୍ତ ହୋଇଯାଇଛି ।ସ୍ବର୍ଗତ ସାଉଲ ସେନାପତି ନକଟିକାନି ଗ୍ରାମର ଜଣେ ପରୋପକାରୀ     ବ୍ୟକ୍ତି  ଥିଲେ, ସେ ଗତ ତା୨୧/୮/୨୨ ରବିବାର ଅପରାହ୍ନ ୫,୫୦ମିନିଟ ସମୟରେ ନିଜ ବାସ ଭବନରେ ମୃତ୍ୟୁ ବରଣ ହୋଇଥିଲା, ମୃତ୍ୟୁ ବେଳକୁ ସ୍ୱ ପରିବାର ସ୍ତ୍ରୀ, ପୁଅ, ବହୁ, ନାତି ନାତୁଣୀ,ଉପସ୍ଥିତ ରହିଥିଲେ, ତାଙ୍କର ଶବ ସତ୍କାର ବନ୍ଧୁ ବର୍ଗ ଙ୍କ ଉପସ୍ଥିତ ରେ ଦାହ ସଂସ୍କାର କରିଥିଲେ, ସ୍ବର୍ଗତ ସେନାପତି ତା୧୩/୮/୧୯୫୩ ଦିନ ଜନ୍ମ ଗ୍ରହଣ କରିଥିଲେ, ମୃତ୍ୟୁ ବେଳକୁ ୭୦ବର୍ଷ ରେ ସ୍ୱର୍ଗବାସ ପ୍ରାପ୍ତି ହୋଇଛି, ତାଙ୍କର ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ଭଗବାନ ତାଙ୍କର ଆତ୍ମା କୁ ସଦ୍ଗତି ପ୍ରାପ୍ତ ହେଉ ବୋଲି ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ପକ୍ଷରୁ ଭଗବାନ ଙ୍କ ଠାରେ ପ୍ରାଥନା  କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି, ମସିହା,

Related posts

ସାହିତ୍ୟ ଅଗଣା

Sunil Chandra Nayak

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

Sunil Chandra Nayak

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ / ନ୍ୟାୟ ଦାବିରେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Sunil Chandra Nayak

Leave a Comment

error: Content is protected !!