ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

BHRC ଟ୍ୟୁଇଟ ଅବଗତ ଓ ମସିହା ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର

ଢେଙ୍କାନାଳ 29/8/22 ଭାରତୀୟ ମାନବାଧିକାର ପରିଷଦ BHRC ଓ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କ ଟ୍ୟୁଇଟ ଫୋନ ମାଧ୍ୟମରେ ଅବଗତ ପରେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଲେ ଢେଙ୍କାନାଳ ସି ଡି ଏମ୍ ଓ ଙ୍କୁ । ଏବଂ ତତ୍ ସହ ସି ଡି ଏମ୍ ଓ କାଳ ବିଳମ୍ବ ନ କରି ତୁରନ୍ତ ବିରାଶାଳ ମେଡ଼ିକାଲ ଟିମ୍ କୁ ପଠାଇଲେ , ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଚାନ୍ଦପୁର ଗାଁ ର ଡାକ୍ତର ପରିଡ଼ା ଙ୍କ ଘରକୁ l ସେଠାରେ ମେଡିକାଲ ଟିମ୍ ତରଫରୁ ପ୍ରଶାନ୍ତ ସାହୁ ଫାର୍ମାସିଷ୍ଟ ଡାକ୍ତର ପରିଡ଼ା ଙ୍କ ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ପହଞ୍ଚି ବୁଝିଲେ । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଟ୍ୟୁଇଟ ମାଧ୍ୟମରେ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଡ଼ାକ୍ତର ପରିଡା ଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।ପ୍ରଶାସନିକ ଅଧିକାରୀ ମେଡ଼ିକାଲ ଷ୍ଟାଫ୍ ,ଅସହାୟ ରୋଗୀ ଡାକ୍ତର ପରିଡାଙ୍କ ଘରେ ପହଂଚିବା ଦେଖି , ଡାକ୍ତର ଙ୍କ ପରିବାର ,BHRC , ଏବଂ ବିରଞ୍ଚି ସାହୁ , ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ତତ୍ ସଙ୍ଗେ ସଙ୍ଗେ ‘ମସିହା ‘ସମ୍ବାଦପତ୍ର ର ସମ୍ପାଦକ ମହୋଦୟ ଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

Sunil Chandra Nayak

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort