ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଂଚଳ ର ସ୍ବର୍ଗତ ରାଧା ଚରଣ ବାରିକ ଙ୍କ ୮୦ ଜଣ ଏକା ସାଙ୍ଗରେ ନୂଆଁଖାଇଛନ୍ତି। ସର୍ଵ ପ୍ରଥମେ ପରିବାରର ଇଷ୍ଟ ଦେବୀ ମାଁ ପାଟଣେଶ୍ୱରୀ , ମହାଲଛମା ଓ ଗଙ୍ଗାଦି ଙ୍କୁ ନବାନ୍ନ ଭୋଗ ଦେଲା ପରେ ସାମୁହିକ ନୂଆଖାଇ ଅନୁଷ୍ଠିତ ହୋଇଥିଲା । ଏହି ନୂଆଁଖାଇ ପର୍ଵ ରେ ହରିପ୍ରିୟା, ଲଷ୍ମୀ,କଲ୍ୟାଣୀ ,ଗୋଲାପ ସିଂ, ଜିତେନ୍ଦ୍ର ସିଂ, ଗୁଣମଣି, ବଂଶୀଧର,ସାଵିତ୍ରୀ , ମାନବିନ୍ଦ୍ର,ସୁଜାତା, ଗୋକୁଳାନନ୍ଦ,ସାଵିତ୍ରୀ, ଆନନ୍ଦକନ୍ଦ,ସାଗରୀକା, ରମଣ,ଜାହ୍ନବୀ, ରାଜେନ୍ଦ୍ର, ରତନ,ରଂଜନ,ସପନ, ଆଶୀଷ, ରବି, ସଞ୍ଜୟ, ଅଜୟ , ନିର୍ଭୟ, ସଂଜୀବ, ମାନସ, ଅନୁଜ, ଶରତ, ବିଭୁ ,ରାଜା,ସୌରଭ ସିଂ,ଗୌରବ ସିଂ ,ରାକେଶ, ଅଭିଷେକ ,ଅଭିଜିତ ସଦସ୍ୟ ନେତୃତ୍ୱ ନେଇଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ