ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରସର ଲିଜ ବାତିଲ ଦାବୀ ରେ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

  • ୧୫ ଦିନ ମଧ୍ୟ ରେ ଦାବୀ ପୁରଣ ନହେଲେ ଆନ୍ଦୋଳନ-ଯୁବ କଂଗ୍ରେସ 

ଧର୍ମଗଡ– କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୈଜଲପୁର ଠାରେ ଚାଲିଥିବା ଷ୍ଟୋନ କ୍ରସର ଲିଜ ବାତିଲ ଦାବୀ ରେ କଳାହାଣ୍ଡି ଜିଲ୍ଲା ପାଳ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିଛି ଜିଲ୍ଲା ଯୁବ କଂଗ୍ରେସ । ଆସନ୍ତା ୧୫ ଦିନ ମଧ୍ୟ ରେ ଦାବୀ ପୁରଣ କରା ନଗଲେ ଜାନୁୟାରୀ ୨୧ ତାରିଖ ରେ ଆନ୍ଦୋଳନ କୁ ଓହ୍ଲାଇବାକୁ ଧମକ ଦେଈଚି ଯୁବ କଂଗ୍ରେସ ।

   ଆଜି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଳ ମଙ୍ଗରାଜ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଗୋଲାମୁଣ୍ଡା ତହସିଲଦାର ଙ୍କୁ ଏ ସଂପର୍କ ରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗୋଲାମୁଣ୍ଡା ବ୍ଲକ ର ବୈଜଲପୁର ଠାରେ ଏକଷ୍ଟୋନ କ୍ରସେର ତହସିଲ ପ୍ରଶାସନ ଲିଜ ଦେଇଛି । କିନ୍ତୁ ସ୍ଥାନିୟ ଅଧିବାସୀ ଏହାର ବିରୋଧ କରୁଥିଲେ ମଧ୍ୟ ପ୍ରଶାସନ ଏହା ଶୁଣୁନଥିବା ନେଇ ଗ୍ରାମ ବାସୀ ଅଭିଯୋଗ କରିଆସୁଛନ୍ତି । କ୍ରସର ଚାଲିବା ଯୋଗୁ ଏହି କ୍ରସର ଚାରିକଡ ରେ ଥିବା ବୋଦାମୁଣ୍ଡା,ସୁକନୀ ମୁଣ୍ଡା, କୁରେସନୀ,ଗଇନ୍ଦି ମୁନ୍‌ଡା, ବୈଜଲପୁର ଏବଂ କର୍ଲୁ ଭଟା ସମେତ ଅନ୍ୟ ଗ୍ରାମ ଗୁଡିକ ରେ କ୍ରସର ଧୂଳି ଉଡିବା ଯୋଗୁ ଲୋକେ ଶ୍ୱାସ ରୋଗ ଏବଂ ଅନ୍ୟ ରୋଗ ରେ ଆକ୍ରାନ୍ତ ହେଉଛନ୍ତି । କ୍ୱାରୀ ରେ ପଥର ବ୍ଲାଷ୍ଟିଂ ଯୋଗୁ ଘର କାନ୍ଥ ସବୁ ଫାଟ ଦେଲାଣି । ବ୍ଲାଷ୍ଟିଂ ଯୋଗୁ ସ୍କୁଲ ଘର କାନ୍ଥ ମଧ୍ୟ ଫାଟି ଯାଇଛି । ବିପଦ ସଂକୁଳ ଅବସ୍ଥା ରେ ଲୋକେ ଜିବନଯାପନ କରୁଛନ୍ତି । ବେଳେ ବେଳେ ପଥର ବ୍ଲାଷ୍ଟିଂ ଏତେ ଭୟଙ୍କର ହେଉଛି ଯେ ଗୋରୁଗାଇ ସବୁ ଡରି ଏଣେ ତେଣେ ଦଉଡୁଛନ୍ତି । ଗ୍ରାମ ବାସୀ ଙ୍କୁ କୈାଣସି ପ୍ରାକ ସୂଚନା ଦିଆନଯାଇ ପଥର ବ୍ଲାଷ୍ଟିଂ କରାଯାଉଛି । ସ୍ଥାନିୟ ବାସିନ୍ଦା ଏହାକୁ ବିରୋଧ କରୁଥିଲେ ମଧ୍ୟ ପ୍ରଶାସନ ରାଜସ୍ୱ ଆଦାୟ କୁ ପ୍ରାଥମିକତା ଦେଉଥିବା ଶ୍ରୀ ମଙ୍ଗରାଜ ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ସଂପୃକ୍ତ କ୍ରସର ର ଲିଜ ବାତିଲ ନକରେ ତାହା ହେଲେ ସ୍ଥାନିୟ ଜନସାଧାରଣ ଙ୍କ ସହ ମିଶି ଯୁବ କଂଗ୍ରେସ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବ ଏଥିପାଇଁ ପ୍ରଶାସନ ଦାୟି ରହିବ ବୋଲି ସେ ଚେତେଇ ଦେଇଛନ୍ତି । ଅଭିଯୋଗ ସଂପର୍କ ରେ ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ ଙ୍କୁ ଯୋଗା ଯୋଗ କରିବାରୁ ଯାହା ବୁଝିବାର ଅଛି ଅଫିସ କୁ ଆସି ବୁଝନ୍ତୁ ଫୋନ ରେ କହି ହେବ ନାହି ବୋଲି କହିଥିଲେ । ( ଧର୍ମ ଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)

Related posts

ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଓ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ହିନ୍ଦୀ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort