ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚିତ୍ର।ଙ୍କନ ,ହସ୍ତାକ୍ଷର ,ଭାଷା ଜ୍ଞାନ ଓ ପ୍ରବନ୍ଦ ପ୍ରତିଯୋଗୀତା ଅନୁଷ୍ଠିତ

 ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚିତ୍ର। ଙ୍କନ ,ହସ୍ତାକ୍ଷର ,ଭାଷା ଜ୍ଞାନ ଓ ପ୍ରବନ୍ଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରାୟ ୧୮ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।ସମ୍ବାଦର ଏହି ବାର୍ଷିକ ପ୍ରତିଯୋଗୀତା ପ୍ରତିବର୍ଷ ଆୟୋଜନ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହି ପ୍ରତିଯୋଗୀତା ପ୍ରଥମ ଥର ଅନୁଷ୍ଠିତ ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସ।ହ ଓ ଆଗ୍ରହ ଦେଖିବାକୁ ମିଳିଥିଲା । ଚିଲିଗୁଡା ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛ ତ୍ରିଆ ଙ୍କ ତତ୍ୱବାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟ ଗୁରୁ ଯୋଗଦାନ କରି ସମ୍ବାଦ ର ଏହି କାର୍ଯ୍ୟ କୁ ପ୍ରଶଂସନୀୟ ଏବଂ ସ୍ୱାଗତ ଯୋଗ୍ୟ ବୋଲି ବର୍ଣ୍ଣନା କରିଥିଲେ ।ସମ।ନ୍ୱିତ ଅତିଥି ରୂପେ ସି ଆର ସି ସି ନନ୍ଦି କୃଷ୍ଣ ନ।ଏକ ,ରାଜେଶ ସେଠ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଚିତ୍ରା ଙ୍କନ ପ୍ରତିଯୋଗୀତା ରେ ଅରୁଣ ରାଉତ ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିର ରାଜପୁର ର ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚିଲିଗୁଡା ଇଂରାଜୀ ବିଦ୍ୟାଳୟର ଜ୍ଞାନେଶ୍ୱର ଛତ୍ରିଆ ଦୂତୀୟ ଏବଂ ଧରିତ୍ରୀ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ହସ୍ତାକ୍ଷର ପ୍ରତିଯୋଗୀତା ରେ ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ରାଜପୁରର ସରିତା ମଶ୍ରା ପ୍ରଥମ ,ରାଜପୁର ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିର ରଚନା ନ।ଏକ ଦୂତୀୟ ଏବଂ ନିସିତ। ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଭାଷା ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗୀତା ରେ ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅଂଚଳି ପଟେଲ ପ୍ରଥମ ,ଅଦ୍ୟସ। ଯୋଶୀ ଦୂତୀୟ ଏବଂ କରଚଲା ଗାନ୍ଧୀ ଶତବାର୍ଷିକି ସରକାରୀ ଉଚ୍ଚ ବିଦ୍ୟାଳୟ ର ରଶ୍ମିତା ନିଆଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗୀତା ରେ ମୋହନୀ ବାଗ ,ଅଦ୍ୟ।ସ ଯୋଶୀ ,ଗୌରୀ ସଗଡ଼ିଆ ,ସରିତା ଦୁର୍ଗା ,ତ୍ରିଦେଵ ନ।ଏକ ,ଇତିଶ୍ରୀ ପୁରୋହିତ ,ଶୃତି ହାତୀ ,ଟଙ୍କଧର ମଶ୍ରା ,ଲାବଣ୍ୟ। ମଙ୍ଗରାଜ ଏବଂ ପଦ୍ମା ମାଝୀ ଙ୍କୁ ସାର୍ଟିଫିକେଟ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ମଧ୍ୟ ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମ ର ବିଚାରକ ଭାବରେ ଶିକ୍ଷକ କନ୍ଦର୍ପ ନ।ଏକ ,ପ୍ରଦୀପ ଭୋଇ,ଜିତେନ୍ଦ୍ର ନ।ଏକ ,ଫିରୋଜ ଦଳପତି ,ରୂପେଶ ଠେଲା ,ବୈଷ୍ଣବ ନ।ଏକ ,ଡୁ ଲେଶ୍ୱର କୁମାର ,ପରମେଶ୍ୱର ମାଝି ,ଅଜିତ ନ।ଏକ ,ସୌମ୍ୟରଂଜନ ବାରିକ ,କ।ଳିନ୍ଦ୍ରୀ ଛତ୍ରିଆ ,ଲିପନ ଯୋଶୀ ,ନରେନ୍ଦ୍ର ନ।ଏକ ପ୍ରମୁଖ ଦାୟିତ୍ୱ ତୁଲାଇ ଥିବା ବେଳେ ନୀଳମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଅମୁଲ୍ୟ ମେହେର ,ପ୍ରଭାତୀ ଛ ତ୍ରିଆ ,ବିବେକାନନ୍ଦ ସୁନାନୀ ,ସୁମିତ। ରାୟ ଗୁରୁ ପରୀକ୍ଷା ନିରୀକ୍ଷକ ଦାୟିତ୍ୱ ତୁଲାଇ ଥିବା ବେଳେଶିକ୍ଷୟତ୍ରୀ ହୀରାମଣି ନ।ଏକ , ଶିକ୍ଷକ ଯ।ମିନି କାନ୍ତ ପାଣିଗ୍ରାହୀ ,ସରସ ଚନ୍ଦ୍ର ନ।ଏକ,ଦିଲୀପ ନେଗି ପ୍ରମୁଖ ସହଯୋଗ କରିଥିବା ବେଳେ ନୀଳକଣ୍ଠ ନ।ଏକ ମଞ୍ଚ ପରିଚାଳନା କରିଥିଲେ ।ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସରକାରୀ ଜଙ୍ଗଲ ଓ ଜମିକୁ ବେସରକାରୀ ଲୋକଙ୍କ କବଜା ନେଇ ତହସିଲ ଘେରାଉ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା – ତଥାପି ତୁମେ ଓ ମୁଁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort