ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଳାସା ଗଛରୁ ଯୁବଙ୍କକ ଝୁଲାନ୍ତ ମୃତ୍ୟୁ ଦେହ ଉଦ୍ଧାର

ଗୋଳାମୁଣ୍ଡା/୧୩/୯/ମସିହା/ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗ୍ରାମରେ କିଛି ଦିନ ତଳେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଙ୍କ ହତ୍ୟା ନା ଆତ୍ମହତ୍ୟା ବିଷୟ ଭୁଲି ନ ଥିବା ବେଳେ ପୁଣି ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧିନସ୍ଥ ଧାମନପୁର ଗ୍ରାମପଞ୍ଚାୟତର ବୋର ଗୁମା ଗ୍ରାମର ଅନ୍ତର୍ଯ୍ୟାମୀ ବାରିକ, (୩୨)ପିତା,ତପନ ବାରିକ,ଏକ ପଲସା ଗଛରେ ନିଜ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି, ଏହି ପରିପ୍ରେକ୍ଷୀରେ ଦଶପୁର ପୁଲିସ ବିରବନ୍ଧୁ ସେଠି ଶବ ଜବତ କରି ଥିବା ବେଳେ ଅନ୍ତର୍ଯ୍ୟାମୀ ବାରିକଙ୍କ ପିତା ତପନ ବାରିକ ଓ ସୁମନ୍ତ ବାରିକ ଙ୍କ ମତାମତ ନେବା ପରେ କହିଛନ୍ତି ଯେ, ଗତ ରବିବାର ଦିନ ରାତିରୁ ଘରୁ ବାହାରି ଯିବା ପରେ ତାଙ୍କୁ ଖୁଜା ଖୁଜି କରିବାରୁ ଆଜି ଦେଖିବାକୁ ମିଳିଛି ଯେ ଗଛରେ ମୃତ୍ୟୁ ବରଣ କରିଛି,ଏହି ସମ୍ପର୍କରେ ଦଶପୁର ପୋଲିସଙ୍କୁ ଜଣାଇବାରୁ ଶବ ଜବତ କରିଛନ୍ତି, ପୁଣି ସେ କହିଛନ୍ତି ଯେ କୌଣସି ଲୋକେ ହତ୍ୟା କରି ନାହାନ୍ତି, ସେ ମାନସିକ   ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି ବୋଲି ତାଙ୍କର ବାପା ଓ ଭାଇ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତିି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଜଗନ୍ନାଥ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନର ବାଟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!