ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟଙ୍ଗା ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ଢେ଼ଙ୍କାନାଳ :ତା୧୭/୦୯_ତେରାପନ୍ଥ ଯୁଵକ ପରିଷଦ ଓ ଗିରିରାଜ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମିଳିତ ସହଯୋଗ ରେ ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଅଛି। ଏହି ରକ୍ତ ଦାନ ଶିବିର ରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ର ସଭାପତି ସଂଜୟ କୁମାର ସାହୁ, ପର୍ବତାରୋହୀ ବିଭାରାଣୀ ପାତ୍ର, ଅରୁଣ କୁମାର ବେହେରା,ମନୋଜ କୁମାର ବେହେରା, ବିକ୍ରମାଦିତ୍ୟ ନାୟକ ଓ ଅନୂଷ୍ଠାନ ର ସଭ୍ୟ ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍, ମସିହା ନିଉଜ୍

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ପଞ୍ଚମ ସ୍ବରୂପ  ମାତା ସ୍କନ୍ଦମାତା

Sunil Chandra Nayak

ମା’ ଚଣ୍ଡିମାତାଙ୍କ ସ୍ବାଗତ ଗେଟ୍ ର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

ଗଜଲକ୍ଷ୍ମୀ ବଣିକ ସଙ୍ଘର ସଦସ୍ୟଙ୍କ ଅକାଳ ବିୟୋଗରେ ଶୋକସଭା

Sunil Chandra Nayak

Leave a Comment

error: Content is protected !!