ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁତର ଆହତ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ସମାଜସେବୀ ସୌମିକ (ଟିଟନ୍)

 ମୟୂରଭଞ୍ଜ -୨୧/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବସଷ୍ଟାଣ୍ଡରେ ମଙ୍ଗଳବାର ରାତିରେ ଏକ ଆହତ ଅସହାୟ ଅବିବାହିତା ଵୃଦ୍ଧା ବିଦ୍ଯାବତୀ ମହାନ୍ତ ଗୁରୁତର ଅବସ୍ଥାରେ ପଡିଥିବା ଖବର ପାଇ ରାଇରଙ୍ଗପୁର ଅଂଚଳର ଯୁବ ସମାଜସେବୀ ସୌମିକ ଦାସକାନୁନଗୋ(ଟିଟନ୍) ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ତାଙ୍କର ଅସହାୟ ମାନଙ୍କୁ ସେବା କରିବା ମହତପଣିଆ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଟ୍ରକ ବାଇକ ଧକ୍କା ଦୁଇ ଗୁରୁତର ଆହତ

Sunil Chandra Nayak

ଢେଙ୍କାନାଳ ରେ ବନ୍ଧା ହେଲେ ଧଳା ଜହର ବେପାରୀ

Sunil Chandra Nayak

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”

Sunil Chandra Nayak

Leave a Comment

error: Content is protected !!