ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ସଂଘ ଓ ଲୋକ ପ୍ରତିନିଧି ତରଫରୁ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରାଇଘର ୨୨:୦୯:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ନୂତନ ବିଡ଼ିଓ ଭାବେ ଯୋଗ ଦେଇଥିବା ଦେବାଶିସ କରଙ୍କୁ ଆଜି ରାଇଘର ସାମ୍ବାଦିକ ସଂଘ ଓ ଲୋକ ପ୍ରତିନିଧି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଅଛି l ଉପଦେଷ୍ଟା କିରଣ କୁମାର ପଟ୍ଟନାୟକ,ସାମ୍ବାଦିକ ସଂଘ ସଭାପତି ଭବାନୀ ନାୟକ,ସଂପାଦକ ଲଳିତ ମୋହନ ନାୟକ,ଅମିୟ ମହାପାତ୍ର,ମୋନଜ୍ ରାଜପୁତ୍,ବିଶ୍ୱଜିତ ମହାରଣା, ଆଶିଷ ମଜୁମଦାର, ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ସେହି ଭଳି ଲୋକ ପ୍ରତିନିଧି ତରଫରୁ ବ୍ଲକ୍ ଅଧକ୍ଷା ନବିନା ନାୟକ,ପୂର୍ବତନ ବିଧାୟକ ସୁବାଷ ଗଣ୍ଡ,ଜିଲ୍ଲା ପରିଷଦ ଉପାଧକ୍ଷା ଲିପିକା ବରୋଇ,ବ୍ଲକ୍ ଉପାଧକ୍ଷା ଗୁପ୍ତ ଝାଙ୍କର, ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ସଂଘ,ସମିତି ସଭ୍ୟ ସହ ବିଜୁ ଜନତା ଦଳର ବିଜୁ ଛାତ୍ର ବରିଷ୍ଠ କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ l ରାଇଘର ବ୍ଲକର ଉନ୍ନୟନ କାର୍ଯ୍ୟ ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ଯକ ସମସ୍ତେ ମିଳିତ ଭାବେ କାର୍ଯ୍ୟ କଲେ ଲୋକଙ୍କ ନିକଟରେ ସମସ୍ତ ଯୋଜନା ପହଞ୍ଚି ପାରିବ ବୋଲି ବିଡ଼ିଓ ଶ୍ରୀ କର ଅବଗତ କରିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଦରଦୀ ଜିଲ୍ଲା ପାଳଙ୍କ ନିର୍ଦେଶ ରେ ମିଳିତ ତଦନ୍ତ ପକ୍ରିୟା ପାଇଁ 40 ଦଳିତ ପରିବାର ସାତଭାୟା ଥଇଥାନ ଅପେକ୍ଷା ରେ ସମୟ ବିତୁଛି,!

Sunil Chandra Nayak

ଅସୁରଗଡ ଗ୍ରାମରେ ଶ୍ରୀ ରାମଲୀଳା ଉତ୍ସବ

Sunil Chandra Nayak

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ଉଦଯାପନୀ ଦିବସ

Sunil Chandra Nayak

Leave a Comment

error: Content is protected !!