ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

ଥୁଆମୂଳ ରାମପୁର:୨୨/୦୯- (ମନିସ):- କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ଥୁଆମୂଳ ରାମପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷା ବ୍ଯବସ୍ଥା ଉପରେ ଶିକ୍ଷକ ଙ୍କୁ ନେଇ ଏକ ପରାମର୍ଶ ଶିବିର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ସଭାଗୃହ ଠାରେ ଗତ ବୁଧବାର ଯଥା ୨୧/୦୯/୨୦୨୨ ତାରିଖ ଦିନ କର୍ତ୍ତବ୍ୟ ଅନୁଷ୍ଠାନ ର ମୂଖ୍ଯ ଶ୍ରୀ ଅଶୋକ ପଟ୍ଟନାୟକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।କର୍ତ୍ତବ୍ୟ ଅନୁଷ୍ଠାନର ଶିକ୍ଷା ସଂଯୋଜକ ଶ୍ରୀ ସୁଦର୍ଶନ ନାଏକ କମ୍ଯୁନିଟି ସ୍ତରରୁ ଏକ ସର୍ଭେ କରି ଶିଶୁର ଶିକ୍ଷଣୀୟ ମାନ କମିବାର କାରଣ ମାନ ଉପସ୍ଥାପନ କରିଥିବା ବେଳେ କର୍ତ୍ତବ୍ୟ ଅନୁଷ୍ଠାନର ମୂଖ୍ଯ ଶ୍ରୀ ଅଶୋକ ପଟ୍ଟନାୟକ ସରକାରଙ୍କ ଶିକ୍ଷା ଅଧିକାର ଉପରେ ଆଲୋକପାତ କରିଥିଲେ। ଏହି ପରାମର୍ଶ ଶିବିରରେ ମୂଖ୍ଯ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ, ସମ୍ମାନିତ ଅତିଥି ଭାବେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀଯୁକ୍ତ ସତ୍ଯନାରାୟଣ ମୁଣ୍ତଛିନା, ପୂର୍ବତନ ଡବ୍ଳୁଓଡିସି ମେମ୍ବର ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ପ୍ରମୁଖ ଯୋଗଦେଇ ଥିଲେ। ଉକ୍ତ ପରାମର୍ଶ ଶିବିରରେ ବଡଛତରଙ୍ଗ, ବିରିକୋଟ, କୁମ୍ଭାରକାନୀ, ଥୁଆମୂଳ, କାଣିଗୁମା ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ ସମିତି ଓ ୩୫ ଗୋଟି ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଅଂଶ ଗ୍ରହଣ କରିଥିଲେ। ଥୁଆମୂଳ ରାମପୁର ବ୍ଳକର ଶିକ୍ଷା ବ୍ଯବସ୍ଥା କୁ ଆହୁରି ଦୁଇ ପାହାଚ ଆଗକୁ ନେବାକୁ ସହଯୋଗ କରିବାପାଇଁ ସେମାନେ ସଂଙ୍କଳ୍ପ ନେଇଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରଏନ ଗୁଡା କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ନୀରବ 

Sunil Chandra Nayak

ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort