ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହିରାମଣିର ପଢିବାକୁ ଇଚ୍ଛା ଉଚ୍ଚଶିକ୍ଷା,ପ୍ରତିବନ୍ଧକ ସାଜିଛି ଅର୍ଥ, ମାଁ ବାପା ଭାଇ ସାଜିଛନ୍ତି ରୋଗିଣା 

ନବରଙ୍ଗପୁର,୨୩/୯(ମ ନି ସ ) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଡଙ୍ଗରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଖନା ଗ୍ରାମରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ।ଏହି ଗ୍ରାମରେ ରହନ୍ତି, ପଦଲାମ ନାୟକ ତାଙ୍କ ସ୍ତ୍ରୀ ଫୁଲ ନାୟକ।ତାଙ୍କ ର ଏକ ମାତ୍ର ପୁଅ ପ୍ରଭାକର ନାୟକ ଜଣେ ଅଜଣା ରୋଗରେ ପୀଡ଼ିତ।ଏକମାତ୍ର ଝିଅ ହୀରାମଣି ନାୟକ ଦଶମ ଶ୍ରେଣୀ ଶେଷ ପରେ ଉଚ୍ଚ ଶିକ୍ଷା ପଢିବାକୁ ଇଛା ହେଲେ ପ୍ରତିବନ୍ଦକ ସାଜିଛି ଅର୍ଥ।ମାଁ ପାରାଲିସରେ ପିଡିତ, ଘରୁ ବାହାରି ବାକୁ ଝିଅ ସାହାରା ନ ନେଲେ ଘରୁ ଗୋଡ଼ କାଢି ପାରୁନାହାନ୍ତି।ବାପା ପଦଲାମ୍ ଆଗରୁ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରୁଥିଲେ। ହଠାତ ତାଙ୍କ ଦୁଇ ଆଖି ଆଉ ଆଗ ଭଳି ଦେଖା ଯାଉନଥିବାରୁ ସେ ବାଧ୍ୟ ହୋଇ ଘରେ ରହିଲେ। ଭାଇ ପ୍ରଭାକର ପୂର୍ବରୁ ଅଜଣା ରୋଗରେ ପୀଡିତ,ଏକଥା ଭାବି ଭାବି ପାଠ ପଢା ଝିଅ ଘର ପରିବାର ଚିନ୍ତା କରି କରି ମଧ୍ୟ ହାର୍ ମାନିନାହାନ୍ତି। ସେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ ସତ ହେଲେ ବର୍ତ୍ତମାନ ଉଚ୍ଚ ଶିକ୍ଷା ପଢି ଭବିଷ୍ୟତରେ ସେ ଡକ୍ଟର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଡକ୍ଟର ହୋଇ ଲୋକଙ୍କ ସେବା କରିବି ବୋଲି କହିଛନ୍ତି । ଏଭଳି ପ୍ରତିବନ୍ଧକ ଥିଲେ ବି ହାର ମାନୁନାହାନ୍ତି ହୀରା। ଏଭଳି ପରିବାର ପ୍ରତି ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ମିଳିବା ସହିତ ହୀରା ର ଉଚ୍ଚ ଶିକ୍ଷା ପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥା ସାହାଯ୍ୟର ହାତ ବଢ଼ାଇଲେ ଝିଅର ଭବିଷ୍ୟତ ଉଜ୍ଜଳ ହୋଇପାରନ୍ତା ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କୁ ପଚାରିବାରୁ ସେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହୁଛି ନା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ପନିପରିବା ଦର ଆକାଶଛୁଆଁ ,ଟମାଟୋ କିଲୋ ୧୦୦, ବାଇଗଣ ୫୦

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

Sunil Chandra Nayak

ଜହ୍ନ ରାତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort