ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଷାଗୁମୁଡା ବ୍ଲକ ଯୁବ ବିଜେଡ଼ି କାର୍ଯ୍ୟକର୍ତ୍ତା ଚୟନ

କୋଷାଗୁମୁଡା ( ମନିସ) ୨୯/୦୯/୨୨  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଯୁବ ବିଜେଡ଼ି ସଭାପତି ପଦ ପାଇଁ ମୁନ୍ନା ଲାଲ୍ ବିଶୋଇ ମନୋନୀତ ହୋଇଛନ୍ତି। କୋଷାଗୁମୁଡ଼ା ବ୍ଳକ କୋଡ଼ିଙ୍ଗା ର ସଞ୍ଜୟ ପଟ୍ଟନାୟକ ଜିଲ୍ଲା ଯୁବ ବିଜେଡ଼ି ଉପ ସଭାପତି ଓ ଆଲେଖ ଚନ୍ଦ୍ର ମାଝୀ ଯୁବ ବିଜେଡ଼ି ସମ୍ପାଦକ ମନୋନିତ ହୋଇଛନ୍ତି I କୋଷାଗୁମୁଡ଼ା ବ୍ଳକର ସମସ୍ତ କର୍ମୀ ମାନେ ଶୁଭେଚ୍ଛା ଜଣାଇଛନ୍ତି I ମନୋନୀତ ସଦସ୍ୟମାନେ ଓଡିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସ୍ଥାନୀୟ ବିଧାୟକ ଏବଂ ସାଂସଦ ଙ୍କୁ ଧନ୍ୟବାଦ ଜଣାଇଛନ୍ତି I

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ଉଦଯାପନୀ ଦିବସ

Sunil Chandra Nayak

କଳାହାଣ୍ଡି ଲେଖିକା ସଂଘର ୨୨ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଉତ୍କେଲା ରେ ଜୈନ ମୁନିଙ୍କ ଆଗମନ

Sunil Chandra Nayak

Leave a Comment

error: Content is protected !!