କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ର ଜାତୀୟ ଯୁବ ସ୍ୱଚ୍ଛସେବୀ ସନତ କୁମାର ସାହୁ ଙ୍କ ତତ୍ଵାବଧାନ ରେ ଯୁବକ ଭାଇ ମାନେ କେସିଙ୍ଗା ବ୍ଲକ ଅନ୍ତର୍ଗତ ପଲମ ପଞ୍ଚାୟତ ଭାଲୁଦାର ପର୍ଯ୍ୟଟକ ସ୍ଥଳୀକୁ କର୍ଲାମୁଣ୍ଡା ବ୍ଲକ ର କଳାରୁଦ୍ର ଯୁବକ ସଂଘ ର ସଭ୍ୟ ସାହୁ, ଶମ୍ଭୁ ପ୍ରସାଦ ସାହୁ ଓ ତପନ, ନିଖିଳ, ଦିଖିଲ, ସୌମ୍ୟ, ରାମ, ଅଜିତ, ରିତେଶ, ଅଂଶୁମାନ, ଗୁପ୍ତେଶ୍ୱର, ଦେବାଶିଷ, ଭୋଜରାଜ, ଯଶୋବନ୍ତ ଭାଇମାନେ ମିଶି ଉକ୍ତ ପର୍ଯ୍ୟଟକ ସ୍ଥଳୀକୁ ସଫେଇ କରିଥିଲେ l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା