ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିତ୍ତିଭୂମି ଅଭାବ ରୁ ଆଜି ବି ଅବହେଳିତ କରକ ଜଳପ୍ରପାତ

ପର୍ଯ୍ୟଟନ ବିଭାଗ ର ଅଣଦେଖା

କୋକସରା:ବର୍ତ୍ତମାନ ଚାଲିଛି ପିକନିକ ର ଋତୁ । ଗତ ଦୁଇ ବର୍ଷ ରୁ କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିଲା ସମସ୍ତ ପର୍ଯ୍ୟଟନ ସ୍ଥଳି। ତେବେ କଟକଣା ହଟିବା ପରେ ପୁଣି ଲୋକାରଣ୍ୟ ହୋଇ ପଡିଛି ପର୍ଯ୍ୟଟନ ସ୍ଥଳି ଗୁଡିକ । ତେବେ ଆଜିବି ପର୍ଯ୍ୟଟନ ବିଭାଗ ର ଆଖି ଆଢୁଆଳରେ ଅନେକ ପର୍ଯ୍ୟଟନସ୍ଥଳି ରହିଯାଇଛି ।  ଯେମିତି କି କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କରକ ଜଳପ୍ରପାତ । ଜାତୀୟ ରାଜପଥ ୨୬ ଆମପାଣି ଠାରୁ ମାତ୍ର ୫ କିଲୋମିଟର ଦୂରରେ ଘଞ୍ଚ ଜଙ୍ଗଲ ର ସବୁଜିମା ପରିବେଶ ମଧ୍ୟରେ ପଥର ଚଟାଣ ଉପରୁ ଝରଣା ର କୁଳୁକୁଳୁ ନାଦ ରେ ମୁଖରିତ କରକ ଜଳପ୍ରପାତ । ନୂଆବର୍ଷ  ରେେ ବଣଭୋଜି ପାଇଁ ଏହି ସ୍ଥାନ କୁ ଶହ ଶହ ସଂଖାରେ ପର୍ଯ୍ୟଟକ ଆସିବେ ତେବେ ରାସ୍ତା ଓ ଭିତ୍ତିଭୂମି ନ ଥିବାରୁ ଏହି କରକ ଜଳପ୍ରପାତ ଆସିବାକୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ । କଳାହାଣ୍ଡି ଓ ନବରଙ୍ଗପୁର ସୀମା ରେ ଥିବା ଏହି ସୁନ୍ଦର ଜଳପ୍ରପାତ କୁ ଯିବାକୁ ହେଲେ ଆମପାଣି ରୁ ୫ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡେ। ତେବେ ପ୍ରାୟ ୧ କିଲୋମିଟର ଚାଲିଚାଲି ଯିବାକୁ ପଡେ ।  କୋକସରା ବ୍ଲକ ପ୍ରଶାସନ ର ଅନୁଦାନ ମନରେଗା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ରୁ କିଛି ଅନୁଦାନ ରେ ରାସ୍ତା କାମ କିଛି ମାତ୍ରାରେ ହୋଇଛି । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକ ଗାଡି ପାର୍କିଂ ବଣଭୋଜି କରିବା ପାଇଁ କୌଣସି ପିଣ୍ଡି ନାହିଁ କି ମହିଳା ଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା ନାହିଁ । ତେବେ କରକ ଜଳପ୍ରପାତ ର ନୈସର୍ଗିକ ପ୍ରାକୃତିକ ପରିବେଶ ଓ ସୁଦୀର୍ଘ ପଥର ଚଟାଣ ରୁ କୁଳୁକୁଳୁ ନାଦ ରେ ବୋହି ଆସୁଥିବା ଝରଣା ର ପାଣି ଏଠାକୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବିମୋହିତ କରେ । ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ର ଆନ୍ତରିକତା ଅଭାବ ରୁ ଅବହେଳିତ ଅବସ୍ଥାରେ ରହିଛି । କରକ ଜଳପ୍ରପାତ ର ଆବଶ୍ୟକ ଭିତ୍ତିଭୂମି ଆମପାଣି ହେଉଛି ଦୁଇ ଜିଲ୍ଲା ର ସୀମା । ଯଦି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ କରକ ଜଳପ୍ରପାତ ର ଉନ୍ନତି ଉପରେ ଧ୍ୟାନ ଦେବେ ତାହେଲେ ରାଜ୍ୟ ର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳି ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ସହ ଆମପାଣି ଅଞ୍ଚଳ ରେ ଲୋକଙ୍କ ଜୀବନଜୀବିକା ପାଇଁ ଅର୍ଥନୈତିକ କ୍ଷେତ୍ରରେ ରୋଜଗାର ପାଇଁ ଏହା ମାଧ୍ୟମ ସାଜିବ ବୋଳି ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ଜିତେନ୍ଦ୍ର ପଣ୍ଡା, ପ୍ରଶାନ୍ତ ମୁନି, ତ୍ରିନାଥ ପ୍ରସନ୍ନ ରାୟ, ଋତୁରାଜ ମାଝି , କୁମୁଦ ଚନ୍ଦ୍ର ପୁଝାରି, ଵିଘ୍ନେଶ୍ୱର ନାଏକ, ସମିତି ସଭ୍ୟା ମାଧୁରୀ ନାଏକ ପ୍ରମୁଖ ମତ ରଖିଛନ୍ତି । ଏଣୁ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ଆଢୁଆଳରେ ଥିବା କରକ ଜଳପ୍ରପାତ ର ଭିତ୍ତିଭୂମି ଉନ୍ନତି କରିବାକୁ ସାଧାରଣରେ ଦାବି ହୋଇ ଆସୁଛି। (ମ ନି ସ)

Related posts

ଗୁଣୁପୁର ରେ ସମୀର ମହାନ୍ତି ଙ୍କ ରୋଡ ସୋ

Sunil Chandra Nayak

୨୨.୬୭ ଗ୍ରାମ ବ୍ରାଉନ୍ ସୁଗର ଯବତ ଜଣେ ଗିରଫ କୋର୍ଟ ଚାଲାଣ

Sunil Chandra Nayak

ରାସନ ଚାଉଳ ଗଣ୍ତାକ ପାଇଁ ଲୋକେ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort