ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହଜାରେ ବର୍ଷର କଟକ ଦଶହରା ର କିଛି ଜଣା ଅଜଣା ତଥ୍ୟ..

ଚମକୁଛି ସିଲଭର ସିଟି:

 

ଏଥର କଟକରେ ୨୭ ଚାନ୍ଦି ମେଢ…

ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା… ଚଳିତ ବର୍ଷ ବେଶ ଜାକଜମକରେ ରୌପ୍ୟ ନଗରୀରେ ଦୁର୍ଗା ପୂଜା ପାଳନ ହେଉଛି । କୋରୋନା ମହମାରୀର କଳା ବାଦଲ ହଟିବା ପରେ ପାର୍ବଣକୁ ସ୍ଵାଭାବିକ ଭାବେ ପାଳନ କରିବା ପାଇଁ ଅନୁମତି ମିଳିଛି । ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଏବେ ଚଳଚଞ୍ଚଳ ହୋଇ ଉଠିଛି ହଜାର ବର୍ଷର ସହର କଟକ । ଏଠାରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ।

ପ୍ରଥମ ମୃଣୟୀ ପ୍ରତିମା: ବାଲୁ ବଜାର (୧୫୦୯)

ପ୍ରଥମ ଚାନ୍ଦି ମେଢ: ଚୌଧୁରୀ ବଜାର (,୧୯୫୬)

ସର୍ବମୋଟ ଚାନ୍ଦି ମେଢ-୨୮(ଏଯାବତ୍)

ସର୍ଵ ବୃହତ୍ ଚାନ୍ଦି ମେଢ ଚଉଳିଆ ଗଞ୍ଜ ଓଜନ ୫୦୦ କେଜି

ସର୍ଵ ବୃହତ୍,ଚାନ୍ଦି ମେଢ(ଉଚ୍ଚତା) ଅଲିଶା ବଜାର

ସୁନା ମୁକୁଟ ଲାଗିଥିବା ମଣ୍ଡପ :୭…

ଚୌଧୁରୀ ବଜାର

ଶେଖ୍ ବଜାର

ମଙ୍ଗଳା ବାଗ

ରାଣୀ ହାଟ

ଚାଉଲିଆଗଞ୍ଜ

କାଠଗଡା ସାହି

ଖାନ୍ ନଗର

ଚାନ୍ଦି ମେଢ ଲାଗିଥିବା ମହାଦେବ ପୂଜା ମଣ୍ଡପ:୪….

ଶଙ୍କର ପୁର, ବାଦାମ ବାଡି

ନୟା ସଡ଼କ

ତୁଳସୀ ପୁର

ଗଣେଶ ଘାଟ 

ବଡ଼ ଭଉଣୀ: ବାଲୁ ବଜାର

ସାନଭଉଣି: ଚାନ୍ଦିନୀ ଚୌକ

ଭଣ୍ଡାରିଘର ଦୂର୍ଗା: ସର୍ପ ଦୂର୍ଗା, ମାଛୁଆ ବଜାର

ଦଶହରା ରେ ଚୈତନ୍ୟ ଦେବଙ୍କ ପୂଜା: ଝାଞ୍ଜିରି ମଙ୍ଗଳା

ଦଶହରାରେ ଏକମାତ୍ର ଶ୍ରୀକୃଷ୍ଣ ପୂଜା ପାଉଥିବା ମଣ୍ଡପ ଓ ଚାନ୍ଦି ମେଢ, ପିଠାପୁର, କାଳୀୟ ଦଳନ

ମାଁ ଦୁର୍ଗାଙ୍କ ସହ ଶ୍ରୀରାମ ଚନ୍ଦ୍ର ପୂଜା ପାଉଥିବା ଏକ ମାତ୍ର ମଣ୍ଡପ: ଦେଉଳ ସାହି

ଚାନ୍ଦି ତାରକସୀ ବଦଳରେ ଚାନ୍ଦି ଖୋଦେଇ ରେ ପ୍ରସ୍ତୁତ ଏକମାତ୍ର ମେଢ: ତୁଳସୀପୁର ମହାଦେବ ପୂଜା କମିଟି…..

କଟକ ସଦରରେ ପ୍ରଥମ ମୃଣୟୀ ଦୂର୍ଗା ପୂଜା: ଆଦି ପୀଠ, ବିଦ୍ୟାଧର ପୁର

ବିଶ୍ଵ ସ୍ତରରେ ପୁରସ୍କୃତ ହୋଇଥିବା ଚାନ୍ଦି ମେଢ: ଅଲିଶା ବଜାର: (ବିଶ୍ଵ ବାଣିଜ୍ୟ ମେଳା , ନୂଆଦିଲ୍ଲୀ) ୨୦୦୦ ମସିହା

ଭସାଣି ଶୋଭା ଯାତ୍ରାରେ ସାମିଲ ହୋଇ ଥିବା ପ୍ରଥମ ଚାନ୍ଦି ମେଢ: ଶେଖ୍ ବଜାର….

ଦୁଇ ବର୍ଷ ପରେ ଚଳିତ ବର୍ଷ ମହା ଆଡମ୍ବରରେ ହେଉଛି ଦୂର୍ଗାପୂଜା । ଭାଇଚାରାର ସହର କଟକରେ ଆରମ୍ଭ ହୋଇଛି । ସୁନା ଚାନ୍ଦି ମେଢରେ ଝଲସୁଛନ୍ତି ମାଁ। ପୂର୍ବରୁ ୨୬ଟି ମଣ୍ଡପରେ ଚାନ୍ଦି ମେଢ ଥିବାବେଳେ ଏଥର ଚାନ୍ଦିମେଢ ସଂଖ୍ୟା ୨୭ରେ ପହଞ୍ଚିଛି । ୨ ବର୍ଷ ପରେ ଦଶହରା ପାଇଁ କଟକ ସହରରେ ବେଶ ଭିଡ ଜମିଛି।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

Sunil Chandra Nayak

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ହେ କୃଷ୍ଣ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort