ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରିବୋଲେଇ ଗ୍ରାମରେ ଦଶହରା ପୂଜା ଅନୁଷ୍ଠିତ 

କାମାକ୍ଷାଗରର (ମ ନି ସ)୦୫/୧୦_ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ଦଶହରା ପଡିଆ ଠାରେ ଦଶହରା ପର୍ବ ଅନୁଷ୍ଠିତ ହୋଇଥିଲା! ଦୀର୍ଘ ବର୍ଷ ଧରି ଏହି ପୂଜା ଧୂମଧାମରେ ପାଳନ କରାଯାଇଥିଲା l ବିଭିନ୍ନ ଅଞ୍ଚଳରୁ ଦଶହରା ପୂଜା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମି ଥିଲା ! ବିଭିନ୍ନ ପ୍ରକାର ଖେଳ କମିଟି ତରଫରୁ ସ୍ୱତନ୍ତ୍ର ପୁରସ୍କାର ବିତରଣ କରାଯାଏ lଦୁଇ ଶହ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ସିଦ୍ଧାନ୍ତ ସାହୁ ଦ୍ୱିତୀୟ ସ୍ଥାନ ସୁବ୍ରତ ସାହୁ ତୃତୀୟ ସ୍ଥାନ ଚିତାନନ୍ଦ ସାହୁ ଚାରି ଶହ ମିଟରଦୌଡ଼ ପ୍ରଥମ ସ୍ଥାନ ରସାନନ୍ଦ ସାମଲ,ଦ୍ୱିତୀୟ ସ୍ଥାନ ବିକି ଗଡ଼ନାୟକ, ଆସନ ପରିବର୍ତ୍ତନ ପ୍ରଥମ ସ୍ଥାନ ଅର୍ଚନା ସାହୁ ଦ୍ୱିତୀୟ ସ୍ଥାନ ସରସ୍ବତୀ ବେହେରା ସାଇକେଲ ରେସିଙ୍ଗ ପ୍ରଥମ ସ୍ଥାନ ଅଖିଳ କୁମାର ବାରିକ ଦ୍ୱିତୀୟ ସ୍ଥାନ ହାଡ଼ି ସାହୁ କୁ ପୁରସ୍କାର ପ୍ରଦାନ କରାଯାଇଥିଲା!ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ! ଗ୍ରାମ ପରିକ୍ରମା କରି ପାଛୋଟି ଆଣିଥିଲେ! ସାଂସଦ ଶ୍ରୀ ସାହୁ ବହୁତ ପ୍ରଶଂସା କରି ପୁରସ୍କୃତ କରିଥିଲେ! କଙ୍କଡ଼ାହାଡ଼ ପୂର୍ବତ୍ତନ ଯୁବଲୋକପ୍ରିୟ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ଜିଲ୍ଲାପରିଷଦ ନବକିଶୋର ସାହୁ,ସରପଞ୍ଚ ସୁମିତ୍ରା ପ୍ରଧାନ ପରଜଙ୍ଗ ବ୍ଲକ ଜିଲ୍ଲାପରିଷଦ ନିରାକାର ପ୍ରଧାନ ଯୋଗଦେଇ ଥିଲେ l ଗ୍ରାମର ସଭାପତି ବସନ୍ତ ସାହୁ ଏବଂ ପୂଜା କମିଟି ସହଯୋଗ କରିଥିଲେ l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଇଡିଦା ଗୋଲକ ନାରାୟଣ ଉଚ୍ଚ ସରକାରୀ ବିଦ୍ୟାଳୟରେ ସୁରଭି କାର୍ଯ୍ଯକ୍ରମ- ୨୦୨୨

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

ଫ୍ରିଜ ଆମଦାନୀ ଉପରେ କଟକଣା ଲଗାଇବେ ସରକାର

Leave a Comment

error: Content is protected !!