ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ଠାରେ ଭରତ ଜୋଡ଼ ଯାତ୍ରା କାର୍ଯ୍ୟକ୍ରମ , ବିରୋଧୀଙ୍କୁ କଡା ଚାଲେଞ୍ଜ ରଖିଲା କଂଗ୍ରେସ

ଜୁନାଗଡ଼,୮/୧୦(ମ ନି ସ)  ଜୁନାଗଡ ଠାରେ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ଆୟୋଜିତ ଭାରତ ଜୋଡୋ ରାଲି କାର୍ଯ୍ୟକ୍ରମ ରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରି ଖୋଲା ଖୋଲି ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଚାଲେଞ୍ଜ କରିବା ସହ କଡା ଜବାବ ରଖିଲା କଂଗ୍ରେସ. । ରାହୁଲ ଗାନ୍ଧୀ ଙ୍କ କନ୍ୟା କୁମାରୀ ରୁ କଶ୍ମୀର ଭlରତ ଜୋଡୋ ପଦ ଯାତ୍ରା ପରିପ୍ରେକ୍ଷୀରେ ଜୁନାଗଡ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଏବ୍ଂ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ତୁଙ୍ଗ ନେତା ଯୋଗ ଦାନ କରିଥିଲେ l କଳାହାଣ୍ଡି କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ କଂଗ୍ରେସ ନେତୃବୃନ୍ଦ ଓ ଦଳୀୟ କର୍ମୀ ସ୍ତାନୀୟ ଟାଉନ ହଲ ଠାରେ ଏକତ୍ରୀତ ହୋଇ ଏକ ବିଶାଲ ଶୋଭା ଯାତ୍ରା ରେ ବାହାରି ସହର ର ମୁଖ୍ୟ ରାସ୍ତା ପରିକ୍ରମା କରି ସ୍ତାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ପହଂଚି ଥିଲେ l ଏହି ଶୋଭାଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ  କେନ୍ଦ୍ର ମନ୍ତ୍ରୀ ତଥା ଜାତୀୟ କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଭକ୍ତ ଚରଣ ଦାସ, ବିରୋଧୀ ଦଳ ଉପ ସଚେତକ ତାରା ପ୍ରସାଦ ବାହିନୀପତି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ଖରିଆର ବିଧାୟକ୍ ଅଧିରାଜ ପାଣିଗ୍ରାହୀ, ମୋହନl ବିଧାୟକ୍ ଭାଗୀରଥୀ ଗମାଙ୍ଗ, କଳାହାଣ୍ଡି ଜିଲ୍ଲା ସଭାପତି ଭାରତ୍ ଭୂଷଣ ବେମାଲ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଜାତୀୟ କଂଗ୍ରେସ କମିଟି ସଦସ୍ୟl ଶ୍ରୀମତୀ ମନୀଷା ତ୍ରିପାଠୀ ଏବ୍ଂ ଅନେକ୍ ଦଳୀୟ ତୁଙ୍ଗ ନେତା ସାମିଲ ହୋଇଥିଲେ l ଏହା ପରେ ସ୍ତାନୀୟ ହାଇସ୍କୁଲ ଖେଳ ପଡିଆ ରେ ଭାରତ୍ ଜୋଡୋ ପଦ ଯାତ୍ରା ର ଅୟୋଜିତ ସଭା କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଭାରତ୍ ଭୂଷଣ ବେମାଲ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ଭକ୍ତ ଚରଣ ଦାସ, ତାରା ପ୍ରସାଦ ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଜଗନ୍ନାଥ ପଟ୍ଟନାଯକ, ନବରଙ୍ଗପୁର ଜିଲ୍ଲା ସଭାପତି ମୁନା ତ୍ରିପାଠୀ ,ଭୁଜ ବଲ ମଝି,ନକୁଳ ନାଇକ, ମନୀଷା ତ୍ରିପାଠୀ, ଦ୍ଵାରିକl ମହାପାତ୍ର, , ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ପ୍ରବଳ ବର୍ଷି ଥିଲେ l କେନ୍ଦ୍ର ସରକାର ଦେଶ କୁ ପୁଞ୍ଜି ପତି ହାତରେ ବିକ୍ରି କରିଦେଇଛି ଏବଂ ଜାତି ବର୍ଣ୍ଣ ଧର୍ମ କୁ ନେଇ ରାଜନୀତି କରୁଛି ଦେଶ ରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ସମ୍ଭିଧାନ ବିରୋଧୀ କାର୍ଯ୍ୟକ୍ରମ କରି ଦେଶ କୁ ଖଂଡ ବିଖଣ୍ଡିତ କରିବl କୁ ଚେଷ୍ଟା କରୁଛି ବୋଲି କଡା ସମାଲୋଚନା କରିବା ସହ ଏହା ଦେଶ ପାଇଁ ଶୁଭଙ୍କର ନୁହେ ଏଣୁ ଦେଶ କୁ ସ୍ଥିରତା ଓ ସାର୍ଵର୍ଭୋମୋତ୍ୱ ରକ୍ଷା କରିବା ସହ ଦେଶ ର ସାଧାରଣ ବର୍ଗ ଙ୍କ ଉନ୍ନତି ପାଇଁ କଂଗ୍ରେସ ହିଁ ଏକମାତ୍ର ଦଳ। ରାହୁଲ ଗାନ୍ଧୀ ଙ୍କ ନେତୃତ୍ବରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ପଦ ଯାତ୍ରା ଆରମ୍ଭ ହୋଇଛି l ଏହି ପଦ ଯାତ୍ରା ରେ ଦେଶ ର ପ୍ରତେକ କୋଣ ଅନୁକୋଣ ଯୋଡ଼ିବା ସହ ଦେଶ କୁ ଏକ କରିବାର ଲକ୍ଷ୍ୟ ରଖାଯାଇଛି l କେବଳ କଂଗ୍ରେସ ଦଳ ହିଁ ଦେଶ ସ୍ଵାଧୀନତା ରେ ସହିଦ୍ ହୋଇ ଏକ ବିକଶିତ ରାଷ୍ଟ୍ର ଗଠନ କରିବାର ଆଚରଣ ସବୁ ବେଳେ ରଖିଛି ବୋଲି ଉପସ୍ଥିତ ବରିଷ୍ଟ କର୍ମ କର୍ତ୍ତା ମାନେ ନିଜ ବକ୍ତବ୍ଯ ରେ ପରି ପ୍ରକାଶ କରିଥିଲେ l ବିଜେଡି ସରକାର ନିଜର ଏକ ଛତ୍ର ବାଦ ଶାସନ୍ କରି କେବଳ ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ବ୍ୟକ୍ତି ବିଶେଷ ନିଜର ଫାଇଦା ନେଉଛନ୍ତି l ସାଧାରଣ ଜନତାଙ୍କ କୈଣସି ଉନ୍ନତି ହୋଇ ପାରୁନାହିଁ। ବିଶେଷ କରି କଳାହାଣ୍ଡି ଜିଲ୍ଲା ର ଚାଷୀ ଯୁବ ବର୍ଗ ନିଷ୍ପେସିତ ହୋଇ ଜିଲ୍ଲାରେ ବାସ୍ତବ ହୋଇ ପାରୁନାହିଁ ବୋଲି ପ୍ରକାଶ କରିଥିଲେ l ବିଜେପି ବିଜେଡି ସରକାର ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ ଭଲି କାମ କରୁଛନ୍ତି ଏବ୍ଂ ସାଧାରଣ ଲୋକଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ଏବ୍ଂ ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ଓ ଚିଟ୍ ଫଣ୍ଡ ପରି ମହା ଦୁର୍ନୀତି ରେ ଲିପ୍ତ ରହିବା ସହିତ ଆଜି ସାଧରଣ ଜନତା ମହିଳା ସୁରକ୍ଷିତ ମଣୁନାହାନ୍ତି l ଦଲ ର ତୁଙ୍ଗ ନେତା ଭକ୍ତ ଚରଣ ଦାସ କଳାହାଣ୍ଡି ମାଟି ରେ ଆଜି ସାଧାରଣ ଜନତା ମା ଭଉଣୀ ଯୁବ ବର୍ଗ ସୁରକ୍ଷିତ ନାହାନ୍ତି l ଶାସକ ଦଳ ର ମନ୍ତ୍ରୀ ଓ ବିଧାୟକ ନିଜ ର ବ୍ୟକ୍ତି ଗତ ସ୍ଵାର୍ଥ ପାଇଁ ହିଁ କାର୍ଯ୍ୟ କରୁଥିବା ସହ ଆଜି ଜିଲ୍ଲା ରେ ଅନ୍ୟାୟ ଓ ଅତ୍ୟାଚାର ଏବ୍ଂ ସାମାଜ ବିରୋଧୀ କାର୍ଯ୍ୟ କ୍ରମ ରେ ଲିପ୍ତ ରହିଛନ୍ତି l ଏଥିନେଇ କଂଗ୍ରେସ ସବୁ ବେଳେ ଜନସାଧାରଣଙ୍କ ସହିତ ରହି ନିଜର ସଙ୍ଘର୍ଷ ଜାରି ରଖିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜେଡି ରୁ ଯୋଗଦାନ କରିଥିବା ଗୋଲାମୁଣ୍ଡା ର ଯୁବ ନେତା ତୁଲେସ୍ଵର ନାଏକ ପୁଣିଥରେ କଂଗ୍ରେସ ରେ ଯୋଗଦାନ କରି ପଛୁଆ ବର୍ଗ ଙ୍କ ହକ୍ ଜାହିର୍ କରିଥିଲେ l ଅନ୍ୟ ପକ୍ଷ ରେ ଦିର୍ଘ ଦିନ ପରେ କଂଗ୍ରେସ ପକ୍ଷରୁ ଏହି ବିଶାଲ କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ କଂଗ୍ରେସ୍ ସମର୍ଥକ ଯୋଗଦାନ କରି କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିବାରୁ ପୁଣି ଦଳୀୟ କର୍ମୀ ମଧ୍ୟ ରେ ଉର୍ଜl ସ୍ରୁଷ୍ଟି ହେବl ସହ ଦଳ ପ୍ରତି ଅସ୍ତା ପ୍ରକଟ ହେବା ସହ ଦଳ ପ୍ରତି ଏକ ସଞ୍ଜିବନୀ ସଦୃଶ୍ୟ ହୋଇଛି l ଏହି କାର୍ଯ୍ୟକ୍ରମରେ ଜୁନାଗଡ ନଗର୍ ସଭାପତି ଅମିତ୍ ଅଗ୍ରୱାଲ, ଯୁବ ନେତା ପ୍ରଭାତ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ନିଆଲ,ତୁଷାର ପତ୍ତଯୋଶୀ, ରବି ପଟ୍ଟଯୋଶୀ, ଦିଗାମ୍ବର ଦୁରିଆ, ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସ୍ୱାଧୀନତା ଦିବସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳାହାଣ୍ଡିର ୫ ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ସ୍ବାଭିମାନ

Sunil Chandra Nayak

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ ଗିରଫ କଲା ପୋଲିସ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort