ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

ଉଜ୍ୱଳ ତାରକା ମୋ ଉତ୍କଳମଣି 

ଉଜ୍ୱଳ ତାରକା ମୋ ଉତ୍କଳମଣି 
ପୁରୀ ଜିଲ୍ଲା ସୁଆଣ୍ଡୋରେ
ଜନମି ତ ଥିଲେ ସ୍ଵର୍ଣ୍ଣମୟୀ କୋଳେ 
ଦଇତାରୀଙ୍କ ଔରସରେ |୧|
ଗୋପବନ୍ଧୁ ନିଶ୍ଚିତ ଆମ ଉତ୍କଳ ମାଟିର 
ଗର୍ବ ଓ ଗୌରବ
ଥିଲେ ସେ ମାନବ ସେବାର ସତ୍ୟନିଷ୍ଠ
କର୍ତ୍ତବ୍ୟନିଷ୍ଠ ମାନବ l୨l
ବିଦେଶୀ ଫିରଙ୍ଗୀ ଶାସନ ବିରୁଦ୍ଧେ ବହ୍ନି 
ଜଳିଥିଲା ହୃଦୟରେ
ମୋ ଦେଶର ସ୍ୱାଧୀନତା ପାଇଁ ବନ୍ଦୀ ହୋଇ
ଥିଲେ କାରାଗାରେ l୩l
ସମାଜକୁ ଆହ୍ୱାନ ସେ ଯେ ଦେଲେ ମାତୃଭୂମି
ର ସେବା ପାଇଁ
ଧର୍ମପଦ ତାଙ୍କରି ଏକ ଅନବଦ୍ୟ ସୃଷ୍ଟି ସମାଜ 
ମଂଗଳ ପାଇଁ l୪l
ତାଙ୍କରି ଲେଖନୀରେ ଜୀବନ ସତ୍ୟର ଯେଉଁ 
ଆଶା ପରିଭାଷା
ମଣିଷର ବର୍ଷ ମାସ ଦିନ ନୁହେଁ ଜୀବନର ଦଣ୍ଡ 
କର୍ତ୍ତବ୍ୟ ଥିଲା ନିଶା l୫l
ସଭିଙ୍କୁ ଚେତାଇଛନ୍ତି ସେ,”ବିଶେଷେ ଉତ୍କଳେ 
ନାହିଁ ପ୍ରୟୋଜନ”,
ଯେହେତୁ ପରା ଏଇ, “ଉତ୍କଳର ନେତା ନିଜେ 
ନାରାୟଣ” ।୬।
ଦେଶ ସେବା ଜନ୍ମଗତ ଧର୍ମ, ଦେଶ ବାସୀରେ 
କରନ୍ତି ଆହ୍ଵାନ 
ଶିକ୍ଷା ଜାଗରଣେ, ଦେଶର ଉନ୍ନତିରେ, କରିବା 
ଜୀବନ ଦାନ l୭l
ସାହିତ୍ୟିକ ସାମ୍ବାଦିକ ସମାଜସେବୀ ସେ ସ୍ଵତନ୍ତ୍ର 
ଉତ୍କଳ ପ୍ରଦେଶ ଗଢନ୍ତି
କଂଗ୍ରେସର ଅଧ୍ୟକ୍ଷତା କରି ଜାତିର ପିତା ଗାନ୍ଧୀଂକୁ 
ଓଡିଶା ଅାଣନ୍ତି |୮|
ପୂଜ୍ଯ ନମସ୍ୟ ସେଇ ସେବା ଆଦର୍ଶର ଓଡିଶାର 
ଶ୍ରେଷ୍ଠ ବରପୁତ୍ର 
ଉଣିଶହ ଅଠେଇଶ ସତର ଜୁନ୍ ମାସରେ ହେଲେ 
ସ୍ଵର୍ଗ ପ୍ରାପତ |୯|
ଭୁଲିଛେ ଆମେ ତାଂକ ନୀତିପଥ, ବିପଥଗାମୀ 
ସରବେ ହୋଇଛେ
ସମାଜରେ ବର୍ବରତା ଦୁର୍ନୀତି ଦୁରେଇ ଶୋଷଣ 
ମୁକ୍ତିର ପଥକୁ ଭୁଲିଛେ |୧୦|
ଆଜ ତୁମ ପୂଣ୍ୟ ଜନ୍ମଦିନେ ତୁମରି ବନ୍ଦନା କରୁଛି
ମୋ ଓଡିଶା ମାଟି
ଯେଉଁଠାରେ ଥାଅ, ଜନମ ମାଟିକୁ ଦିଅ ଆଶିଷ, 
ଶାନ୍ତି ମୈତ୍ରୀ ଭେଟି l୧୧l

ଚିତ୍ତ ରଞ୍ଜନ ନନ୍ଦ

ଜଗତପୁର, କଟକ

Related posts

ଦ୍ଵିତୀୟ ଦିନରେ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

Sunil Chandra Nayak

ଆଜିଠାରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort