ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଜଣା ଟ୍ରାକ୍ଟର ଧକ୍କା ରେ ବଡହାତନ ବେଡା ଗ୍ରାମ ପଞ୍ଚାୟତ ଅଧୀକାରୀ ଗୁରୁତର

ମୟୂରଭଞ୍ଜ -୧୭/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ଯଶିପୁର ରାସ୍ତା ମରଣଯନ୍ତା । ସୂଚନାଯୋଗ୍ୟ ସୋମବାର ସଂଧ୍ଯା ୭.୩୦ ଟା ପାଖାପାଖି ସମୟରେ ଭାଲୁବଷା ନିକଟସ୍ଥ ପେଟ୍ରୋଲ ପମ୍ପ ଛକରେ ଅଜଣା ଟ୍ରାକ୍ଟର ଧକ୍କାରେ ସ୍କୁଟିରେ ଥିବା କୁସୁମି ବ୍ଳକର ବଡହାତନାଵେଡା ପଞ୍ଚାୟତ ଅଧିକାରୀ କେଶବ ପାତ୍ର ରାସ୍ତାରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇପଡିଥିଲେ ।ସେଠାକାର ସାମାଜିକ କର୍ମୀ ସାଜିଦ୍ ହୁସେନ ୧୦୮ ଆମ୍ବୁଲାନ୍ସ ଡକାଇ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛନ୍ତି । ତାଙ୍କର ଚେତା ନାହିଁ । ମଥାରେ ଗୁରୁତର ମାଡ଼ ହୋଇଛି । ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦାରୁ ସ୍ଥାନାନ୍ତରିତ କରାଯାଇଛି । କେଶବ ପାତ୍ର ଆଜି ସାନହାତନାବେଡା ଗ୍ରାମରେ ଭତ୍ତା ପ୍ରଦାନ କରି ଘରକୁ ସ୍କୁଟିରେ ଘର ବୋଧିଆକୁଦର ଗ୍ରାମକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।ଖବର ପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ,ଖରିଆର ଡିଭିଜନ କର୍ମକର୍ତ୍ତାଙ୍କ ଗୁରୁତ୍ବ ପୂର୍ଣ୍ଣ ବୈଠକ

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ଚତୁର୍ଥ ଦିନରେ

Sunil Chandra Nayak

ଡାକପଲା ବ୍ରିଜ ସାଲୁଙ୍କି ନଈ ରେ ଭାସିଯାଇଥିବା ଯୁବକ ର ଗଳିତ ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort