ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଙ୍ଗସାପଲି ପଂଚାୟତରେ କୋରନାକୁ ଫୁ କରି ନାମାଙ୍କନ ପତ୍ର ଦାଖଲ,

ଗୋଳାମୁଣ୍ଡା/ମସିହା/ଓମିକ୍ରନ ରାଜ୍ୟରେ ବ୍ୟାପୁଥିବା ବେଳେ କୋରନାର ନୀତିନିୟମ ପାଳନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଗତ ତା୧୭/୧/୨୨ରୁ ତା୨୧/୧/୨୨ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକରେ ସମୁଦାୟ୨୯ଟିପଞ୍ଚାୟତରେ,ସରପଞ୍ଚ, ୱାର୍ଡମେବର, ସମିତି, ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ଚାଲିଛି, ହେଲେ ଆଜି ଆମେ ଦେଖିବା ମିଳିଛି ଯେ ରଙ୍ଗସାପଲି ପଞ୍ଚାୟତରେ ସରପଞ୍ଚ ପ୍ରାଥୀ ଭାବରେ ପୂର୍ବତନ ସରପଞ୍ଚ ସନ୍ତୋଷ ବୁଦ୍ଧିଆ ଙ୍କ ସହଧାର୍ମିନ ରଜନୀ ବୁଦ୍ଧିଆ ଶାତାଧିକ ନିଜର ସମର୍ଥନକୁ ଧରି ପ୍ରାଥୀ ପତ୍ର ଦାଖଲ କରିଥିଲେ, କିନ୍ତୁ ନିଜ ସହ ଅଧିକାଂଶ ଲୋକ ମାନଙ୍କ ମଧ୍ୟରେ ମାକ୍ସ ପରିଧାନ କରି ନାହିଁ , ରଙ୍ଗସାପଲି ପଞ୍ଚାୟତରେ ସଂକ୍ରିୟ ଅବସ୍ଥାରେ ବିଭିନ୍ନ ସ୍ଥାନରେ ଲୋକ ଅସୁସ୍ଥତାଥିବା ବେଳେ ଜଣେ ପୂର୍ବତନ ସରପଞ୍ଚ କୋଭିଡିକୁଉଲଂଘନ କରି ଆମତ୍ରଣକରୁଛନ୍ତି ବୋଲି ରଙ୍ଗସାପଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି, ଏହି ପଞ୍ଚାୟତ ରେ ଶିକ୍ଷାର ଅଭାବ ଯୋଗୁଁ କିମ୍ବା ସଚେତନତା ଅଭାବ ଦେଖାଦେଇଥିବାରୁ ଲୋକେ ମାକ୍ସ ପରିଧାନ କରୁ ନାହାନ୍ତି,କି ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଫଳତା ଦେଖିବାକୁ ମିଳୁଛି ବୋଲି ସାଧାରଣଜନତା ମୂରଲୀ ବାଗ, ସିଦ୍ଧାର୍ଥ କଟା, ରାଜକିଶୋର ଗଡତିଆ,କିଶୋର ନାଇକ, ବସନ୍ତ ଗଡତିଆ,ନୃପ ବୁଦ୍ଧିଆ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି,

ରାମକୁମାର ସେନାପତି ଗୋଳାମୁଣ୍ଡା ବ୍ଲକରୁ ମସିହା ପ୍ରତିନିଧି,

Related posts

କୋକସରା ବ୍ଲକ ରେ ରାଜନୈତିକ ହିଂସା, ସରପଞ୍ଚ ପ୍ରାର୍ଥୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

Sunil Chandra Nayak

ଗାଧୋଇବା କୁ ଯାଇ ଇନ୍ଦ୍ରାବତୀ ଜଳଭଣ୍ଡାରେ ନିଖୋଜ ଥିବା ବ୍ଯକ୍ତି ଙ୍କ ଶବ ଉଦ୍ଧାର

Sunil Chandra Nayak

ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort