ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ନୂତନ ତହସିଲଦାର ମିହିର ରଂଜନ ବେହେରାଙ୍କ ଯୋଗଦାନ

ମୟୂରଭଞ୍ଜ ୧୮/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବାରିପଦା ସବରେଜିଷ୍ଟାରର ଶ୍ରୀ ମିହିର ରଂଜନ ବେହେରା ରାଇରଙ୍ଗପୁର ତହସିଲକୁ ପଦୋନ୍ନତି ହୋଇ ତହସିଲଦାର ଭାବେ ବଦଳି ହୋଇ ସୋମବାର ଦିନ ତହସିଲଦାର ଭାବେ ଯୋଗଦାନ କରିଛନ୍ତି । ପୂର୍ବରୁ ତହସିଲଦାର ଭାବେ ଯୋଗ ରଂଜନ ନାୟକ ବିଜାତଳା ବ୍ଲକକୁ ବିଡ଼ିଓ ଭାବେ ବଦଳି ହୋଇଯାଇଛନ୍ତି । ଦିର୍ଘ ମାସ ହେଲା ତହସିଲଦାର ପଦବୀ ଖାଲିଥିଲା । ଅତିରିକ୍ତ ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର ତହସିଲଦାର ଭାବେ ଦାୟିତ୍ଵ ତୁଲାଉଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରତିମା ଶତପଥି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

Sunil Chandra Nayak

ବାଲାଜୀ ସେଠୀ ଙ୍କ କବିତା ରାସ୍ତା କଡ ବତୀଖୁଣ୍ଟ

Sunil Chandra Nayak

ଲେପ୍ରା ସୋସାଇଟି ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ଡ୍ରାଇଭର ସୁରକ୍ଷିତ

Sunil Chandra Nayak

Leave a Comment

error: Content is protected !!