ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ବେଦ ଭୂଷଣ, ଆଇଏଏସ ଆଜି ଧର୍ମଗଡ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ଧର୍ମଗଡ ଏନଏସି ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇବେ।

ଧର୍ମଗଡ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ସଂପାଦକ ଅରୁଣ କୁମାର ତାୟଲ, ଉପସଭାପତି ଯଶୋବନ୍ତ ମେହେର, ହରେଶ କୁମାର ଅଗ୍ରୱାଲ, ଜଗନ୍ନାଥ ପୃଷ୍ଟି, ଶ୍ରବଣ କୁମାର ଅଗ୍ରୱାଲ, ବିକାଶ ମେହେର,ମୁନା ନାଏକ ଓ ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ ପ୍ରମୁଖ ଆଜି ନୂତନ ଉପଜିଲ୍ଲାପାଳ ଙ୍କୁ ଭେଟି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ଏବଂ ତାଙ୍କ ସହିତ ବ୍ୟବସାୟ ସମ୍ପର୍କିତ ଆଲୋଚନା କରିଥିଲେ।ଧର୍ମଗଡ ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ନୂତନ ଉପଜିଲ୍ଲାପାଳ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦେଇଥିଲେ ଓ ସହର ର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ହାତ ବଢ଼ାଇବାକୁ ସେ ବ୍ୟବସାୟୀ ମାନଙ୍କୁ ଆହ୍ବାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିତ୍ତ ପଡ଼ା ଗ୍ରାମ ରେ ଶ୍ରୀ ଶ୍ରୀ ମହାଦେବ ଙ୍କ ମନ୍ଦିର ରତ୍ନ ମୁଦ ଉତ୍ସବ ନିମିତ୍ତ କଳସ ଯାତ୍ରା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ତୁମକୁ ଭଲ ପାଏ ବୋଲି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!