ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃତୀୟ ଦିନରେ 800 ଜଣ ନାମାଙ୍କନ ପତ୍ର ଦାଖଲ 

ପଞ୍ଚାୟତ ନିର୍ବାଚନ -୨୦୨୨

ନବରଙ୍ଗପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ତୃତୀୟ ଦିନ ହୋଇଥିବା ବେଳେ ମୋଟ୍ 800 ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ 512 ଜଣ ୱାର୍ଡ ମେମ୍ବର, 159 ଜଣ ସରପଞ୍ଚ, 114 ଜଣ ପଞ୍ଚାୟତ ସମିତି, 15 ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଗତ କାଲି ଝରୀଗାଁ ବ୍ଲକ ଜିଲ୍ଲା ପରିଷଦ ଜୋନ 1 ରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୀରାବତୀ ଗଣ୍ଡ , ପାପଡାହାଣ୍ଡି ବ୍ଲକ ବ୍ଲକ ଜୋନ 2 ପାଇଁ ଡାକ୍ତର ଲିପିକା ମାଝୀ ଓ ତେନ୍ତୁଳୀଖୁଣ୍ଟି ବ୍ଲକ ଜୋନ 2 ପାଇଁ ସୁଦର୍ଶନ ଫେଠିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି lପ୍ରଥମ ଦିନରେ 112ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ 187 ଜଣ ଓ ଆଜି ତୃତୀୟ ଦିନରେ ଅଧିକ 800 ଜଣ ବିଭିନ୍ନ ଦଳରୁ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲକୁ ଆଉ ମାତ୍ର ଦୁଇ ଦିନ ଥିବାରୁ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଅପରପକ୍ଷେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାରୁ ଶେଷ ଦୁଇ ଦିନରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକ ଭିଡ଼ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତିନି ଦିନରେ ୱାର୍ଡ ମେମ୍ବର ସଭ୍ୟ ପାଇଁ ମୋଟ୍ 725 ଜଣ, ସରପଞ୍ଚ ପାଇଁ 210 ଜଣ, ପଞ୍ଚାୟତ ସମିତି ପାଇଁ 146 ଜଣ, ଜିଲ୍ଲା ପରିଷଦ ସଭ୍ୟ ପାଇଁ 18 ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହିପରି ମୋଟ୍ 1099 ଜଣ ତିନି ଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା 21ତାରିଖ ଯାଏଁ ଜିଲ୍ଲା ବ୍ୟାପି ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ lମଧୁସୂଦନସାହୁ ନବରଙ୍ଗପୁର

Related posts

କାରଗିଲ୍ ବିଜୟ ଦିବସ ଅବସରରେ ସହିଦ୍ ମାନଙ୍କ ସ୍ମ୍ରୁତି ରେ ବ୍ରୁକ୍ଷ ରୋପଣ କାର୍ଜ୍ୟକ୍ରମ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ମନ ଫୁଲ 

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ/ଅନନ୍ୟ ପରମ୍ପରା-ଚତୁର୍ମାସ୍ୟା ବ୍ରତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort