ଢେ଼ଙ୍କାନାଳ(ମସିହା)୨୬/୧୦_ଆଜି ଭୋର ୫ଟାରୁ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ହାତୁରା ପଞ୍ଚାୟତର ପଡା ଗ୍ରାମର ଜତନ ନଗର ଠାରେ ଟଙ୍କଧର ଭୋଇ ନାମକ ଜଣେ ଲୋକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି , ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଆସି ଜାତୀୟ ରାଜପଥ ଅବରୋଧ କରିଛନ୍ତି lଏଠି ପ୍ରଶ୍ନ ଉଠୁଛି ସରକାର ହାତୀ ମାନଙ୍କ ପାଇଁ ଯେତିକି ତତ୍ପର ମଣିଷ ମାନଙ୍କ ପାଇଁ ନୁହେଁ lବନବିଭାଗ ରାତିରେ ଶୋଇବା ପାଇଁ ଅଘୋଷିତ ବିଦୁ୍ତ କାଟ କରୁଛନ୍ତି l ହାତୀ ମାନେ ସବୁବେଳେ ଫସଲ ନଷ୍ଟ କରୁଛନ୍ତି , ସେସବୁ ଭରଣା ସରକାର କରିବେ କି?? ହାତୁରା ପଞ୍ଚାୟତ ପାଇଁ ଏକ ସୋଲାର ପ୍ୟାନେଲ ବ୍ୟବସ୍ଥା କରିବେ କି? ଏହି ସବୁ ଉତ୍ତର ପାଇଁ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍