ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳ। ଦାସ ଙ୍କ କବିତା – ବନ୍ଧା ଏ ଜୀବନ

ବନ୍ଧା ଏ ଜୀବନ

ସଫଳା ଦାସ

କଟକ

 

ମଳୟ ହାତରେ ବସନ୍ତେ ଚିଟାଉ

ଦେଇଛୁରେ ନୀଳମଣି

ତୋ ଦେହ ପରଶ ମୂଖେ ସ୍ମୃତହସ

ଦିଏ ଆଶ୍ୱାସନା ବାଣୀ।

 

ପିଠିଥାପୁଡାଇ ପଞ୍ଚମ ରାଗିଣୀ

ବକୁଳ ବାସ୍ନାକୁ ଠାରୁ

ଚିତ୍ତ ଚୋରା କାହ୍ନୁ ଚିତ୍ତଚୋରିକରି

ପ୍ରୀତି ରଂଗ ଦେହେ ଭରୁ ।।

 

     ନାହିଁ ମୋର ରୋଷ ମାନ ଅଭିମାନ

             ତୋ ପ୍ରେମ କୁ ଝୁରି ମରେ

ଭରଷା, ବିଶ୍ୱାସ ରହିଛି ତୋ ଠାରେ

              ସର୍ତ୍ତ ଠାରୁ ବହୁ ଦୂରେ ।।

କଟକ , ବାଦାମ ବାଡି 

Related posts

ଭବାନୀପାଟଣା ଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

ଆଶା କର୍ମୀଙ୍କର ଦିନିକିଆ ତାଲିମ ଶିବିର

Sunil Chandra Nayak

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

Leave a Comment

error: Content is protected !!