ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର (ଇଚାଘୁଟୁ) ଗ୍ରାମରେ ପେସା ଗ୍ରାମସଭା ପ୍ରତିଷ୍ଠିତ

ମୟୂରଭଞ୍ଜ:- ୨୯/୧୦/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତ ଆନନ୍ଦପୁର (ଇଚାଘୁଟୁ) ଗ୍ରାମରେ ବିଧିବଦ୍ଧ ଭାବେ ଜିଲ୍ଲା ପେସା ଗ୍ରାମସଭା କୋ’ଅର୍ଡିନେସନ କୋମିଟୀ ପକ୍ଷରୁ ପେସା ଗ୍ରାମସଭା ସମିତି ଗଠନ ହୋଇ ଯାଇଛି।  ସୂଚନା ଅନୁସାରେ ଦାଣ୍ଡବୋଷ ନିକଟସ୍ଥ ଆନନ୍ଦପୁର (ଇଚାଘୁଟୁ) ଅଞ୍ଚଳରେ କଳ କାରଖାନା ପ୍ରତିଷ୍ଠା ନେଇ ଓଡିଶା ସରକାର’ଙ୍କ ପକ୍ଷରୁ ଜମି ଚିହ୍ନଟ କରା ଯାଇଛି। ତେବେ ଆନନ୍ଦପୁର (ଇଚାଘୁଟୁ) ଗ୍ରାମର ଲୋକଙ୍କ ଚାଷ ଜମି କଳ କାରଖାନା ପାଇଁ ଅଧିଗ୍ରହଣ କରାଯିବା ସହ ଇଚାଘୁଟୁ ବାସୀନ୍ଦା ବିସ୍ଥାପିତ ହେବା ତଥା କଳ କାରଖାନା ଯୋଗୁଁ ସ୍ଥାନୀୟ ଅଞ୍ଚଳ ପ୍ରଦୁଷିତ ହେବା ଆଶଙ୍କାରେ କାରଖାନା ପ୍ରତିଷ୍ଠା କୁ ନେଇ ଗ୍ରାମବାସୀ’ଙ୍କ ପକ୍ଷରୁ ଜୋରଦାର ବିରୋଧ କରା ଯାଉଛି। ଭାରତୀୟ ସମ୍ବିଧାନ ରେ ରହିଥିବା ବ୍ୟବସ୍ଥାବଳି ଅନୁସାରେ ଆଦିବାସୀ ଅଧ୍ୟୁଷିତ ପଞ୍ଚମ ଅନୁସୂଚୀତ ଅଞ୍ଚଳରେ ସ୍ବତନ୍ତ୍ର ଆଇନ ର ବ୍ୟବସ୍ଥା ରହୀଥିବା ବେଳେ ଓଡିଶା ସରକାର ତଥା ପ୍ରଶାସନ ପକ୍ଷରୁ ଆଇନ ଉଲ୍ଲଂଘନ କରାଯାଇ ଅସାମ୍ବିଧାନିକ ଭାବେ କଳ କାରଖାନା ପ୍ରତିଷ୍ଠା ନେଇ ଉଦ୍ୟମ କରାଯାଉଛି। ପଞ୍ଚମ ଅନୁସୂଚିତ ଅଞ୍ଚଳରେ ରହିଥିବା ଆଇନ ଅନୁସାରେ ଆଦିବାସୀ ସମ୍ପ୍ରଦାୟ ର ଲୋକେ ବସବାସ କରୁଥିବା ସ୍ଥାନୀୟ ଅଞ୍ଚଳରେ ଜଳ, ଜଙ୍ଗଲ, ଜମି ର ମାଲିକ ହେଉଛନ୍ତି ଆଦିବାସୀ। ତେବେ କୌଣସି ସୂଚନା କିମ୍ବା ଗ୍ରାମସଭା ଜରିଆରେ ଆଲୋଚନା କରା ନଯାଇ ସ୍ଥାନୀୟ ଲୋକଙ୍କ ବିନା ଅନୁମତିରେ କିପରି ଭାବେ ଏଠାରେ କଳ କାରଖାନା ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ନିଆଗଲା ଏବଂ ଜମି ଚିହ୍ନଟ କରାଗଲା। ଏନେଇ ଆନନ୍ଦପୁର (ଇଚାଘୁଟୁ) ଗ୍ରାମ ସହିତ ସ୍ଥାନୀୟ ଅଞ୍ଚଳର ୨୩’ ଟି ଗ୍ରାମର ମାଝୀବାବା (ଗ୍ରାମ ମୁଖ୍ୟ) ଏକତ୍ରିତ ହୋଇ ମିଳିତ ଭାବେ କାରଖାନା ପ୍ରତିଷ୍ଠା କୁ ବିରୋଧ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିବାବେଳେ ଜିଲ୍ଲାରେ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଲାଗୁ ହେଉଥିବା ପେସା ଆଇନ ଉଲ୍ଲଂଘନ ଯୋଗୁଁ ଉପୁଜୁଥିବା ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରୁଥିବା ଅଗ୍ରଣି ସଂଗଠନ ଜିଲ୍ଲା ପେସା ଗ୍ରାମସଭା କୋଅର୍ଡିନେସନ କୋମିଟୀ’ ସହ ଯୋଗାଯୋଗ କରାଯିବା ପରେ ଜିଲ୍ଲା ପେସା ଗ୍ରାମସଭା କୋ’ଅର୍ଡିନେସନ କୋମିଟି ରାଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ପାଣ୍ଡୁରାମ ହେମ୍ବ୍ରମ ଓ ଜିଲ୍ଲା ସଂପାଦକ ନନାରାମ ମୁର୍ମୁ’ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଓ ମାର୍ଗଦର୍ଶନରେ ସମିତି ପକ୍ଷରୁ ପେସା ଆଇନ୍ ୧୯୯୬’ ଅନୁସାରେ ଆନନ୍ଦପୁର (ଇଚାଘୁଟୁ) ଗ୍ରାମରେ ପେସା ଗ୍ରାମସଭା ପ୍ରତିଷ୍ଠା କରା ଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପେସା ଗ୍ରାମସଭା କୋ’ଅର୍ଡିନେସନ କୋମିଟୀ ର ମୟୁରଭଞ୍ଜ ଜିଲ୍ଲା ଯୁବ ପେସା ଗ୍ରାମସଭା ସଭାପତି ଦୁଲାରାମ ମୁର୍ମୁ, ରାଇରଙ୍ଗପୁର ବ୍ଲକ ସଭାପତି ମାଝିଆ ସୋରେନ୍, ବାବା ତିଲକା ପାଠାଗାର ପ୍ରତିଷ୍ଠାତା, ସମ୍ପାଦକ ତଥା ପେସା ଗ୍ରାମସଭା ସଦସ୍ୟ ରାମଦାସ ମୁର୍ମୁ, ବହଳଦା ବ୍ଲକ ସଭାପତି ବସନ୍ତ ସାଣ୍ଡିଲ ପ୍ରମୁଖ’ଙ୍କ ସହିତ ପେସା ଡିଷ୍ଟ୍ରିକ୍ଟ କାଉନସିଲ ସଭାପତି ଉପେନ୍ଦ୍ର ହାଁସଦାଃ ଓ ସଂପାଦକ ଶ୍ରୀଧର ମୁର୍ମୁ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଥିଲେ। ଏହା ସହିତ ଜିଲ୍ଲା ପେସା ଗ୍ରାମସଭା କୋ’ଅର୍ଡିନେସନ କୋମିଟୀ ର ବିଭିନ୍ନ ବ୍ଲକ ସଭାପତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।  ଆନନ୍ଦପୁର (ଇଚାଘୁଟୁ) ମାଝୀବାବା (ଗ୍ରାମ ମୁଖ୍ୟ) ରାମେଶ୍ବର ମୁର୍ମୁ, ଗ୍ରାମ ସଭାପତି ବାଲିଆ ମାରାଣ୍ଡି, ଉପସଭାପତି ଶାଙ୍ଖ ଚରଣ କିସ୍କୁ, ସମ୍ପାଦକ ମଧୁ ମୁର୍ମୁ, ସହ ସମ୍ପାଦକ ବୀରସୁନ୍ଦର ମାର୍ଣ୍ଡି, ଉପଦେଷ୍ଟା ଭାଦ ମାର୍ଣ୍ଡି ଓ ସୁନ୍ଦର ମୋହନ ମାରାଣ୍ଡି,ଙ୍କ ପରିଚାଳନା ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଖଇରା ଗାନ୍ଧୀଙ୍କ ୧୧୨ ତମ ଜନ୍ମଦିନ ପାଳିତ

Sunil Chandra Nayak

ବାଲେଶ୍ବର – ମାଗୁଣି ଚରଣ ବାଳାଶ୍ରମର ବାର୍ଷିକ ଉତ୍ସବରେ କୃତି ଛାତ୍ରଙ୍କୁ ସାଟିଫିକେଟ ପ୍ରଦାନ

ସାପ କାମୁଡାରେ ଜଣକର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort