ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଜୋନ-୨ ରେ ବିଜେଡି ର ପଦଯାତ୍ରା

ଭବାନୀପାଟଣା- / କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଜିଲ୍ଲା ପରିଷଦ ଜୋନ-୨ ରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର, କର୍ଲାଗୁଡା ଓ ପାଲସିଝରଣ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ କୁ ଯାଇ ଏହି ପଦଯାତ୍ରାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାଏକ ପୂର୍ବତନ ବିଧାୟକ ଅନାମ ନାଏକ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶେଷଦେବ ସାହୁ ରାଜ୍ୟ ପରିଷଦ ସଦସ୍ୟ ଡ଼ ଭବାନୀ ଶଙ୍କର ନିଆଲ ସଛିଦାନନ୍ଦ ମହାଖୁଡ଼ ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନ ରାଜ୍ୟ ଯୁବ ବିଜେଡି ଉପ-ସଭାପତି ମଣ୍ଟୁ ନାଏକ ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଛାତ୍ର ବିଜେଡି ସଭାପତି ଅରବିନ୍ଦ ସାହୁ ଭବାନୀ ଶଙ୍କର ମିଶ୍ର ଲଳିତା ନାଏକ ସୁରେଶ ମହାନନ୍ଦ ପ୍ରଦୀପ ଭୋଇ ଥୁଆପଦର ସରପଞ୍ଚ ଦିଗାମ୍ବର ଲୁହା କର୍ଲାଗୁଡା ସରପଞ୍ଚ ଆଦିତ୍ୟ ନାଏକ ପାଲସିଝରଣ ସରପଞ୍ଚ ପ୍ରିୟଙ୍କିନି ନାଏକ ସୁଷମା ସେନାପତି ଥୁଆପଦର ପଞ୍ଚାୟତ ସଭାପତି ଶ୍ରୀକାନ୍ତ ବଣିଆ ପରମେଶ୍ୱର ଯାନୀ ଓ କଳାହାଣ୍ଡି ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ଯୁବ, ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ତଥା ଶହ ଶହ କର୍ମକର୍ତ୍ତା ଯୋଗଦେଇଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

Sunil Chandra Nayak

ମୟୂରଭଂଜ – ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ  ଉଠିଲା ଦାବି

ସସ୍ମିତେଶ ସାହୁ ଙ୍କ କବିତା ହେ ବୁଦ୍ଧ

Leave a Comment

error: Content is protected !!