ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜେଇଙ୍କ ଅନୁପସ୍ଥିତିରେ କଂକ୍ରିଟ ରାସ୍ତା କାମ

 ବାପ ସରପଞ୍ଚ ପୁଅ ଠିକାଦାର ସ୍ବଚ୍ଛତା କୁ ନେଇ ପ୍ରଶ୍ନବାଚୀ

କେସିଙ୍ଗା:ମ.ନୀ.ସ :- ଗ୍ରାମାଞ୍ଚଳ ବିଭିନ୍ନ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଏନେଇ ବ୍ଯୟ କରୁଛନ୍ତି। ହେଲେ ଯନ୍ତ୍ରୀ ନିର୍ବାଚିତ ପ୍ରତିନିଧି ଓ ଠିକାଦାରଙ୍କ ମିଳିତ ସଲାସୁତୁରାରେ ଭାବରେ ତାହାକୁ କରୁଛନ୍ତି ହରିଲୁଟ୍। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ଲଇତରା ପଞ୍ଚାୟତ ମୂଖ୍ଯାଳୟ ଠାରେ ଯାହାକି ଏକ କଂକ୍ରିଟ ରାସ୍ତା କାମରେ। ଏହି କାମ ସରପଞ୍ଚ ଙ୍କ ଠିକାଦାରଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଥିବାରୁ ରାସ୍ତାର ସ୍ଥାୟୀତ୍ବକୁ ନେଇ ଗ୍ରାମବାସୀ ପଶ୍ନ ଉଠାଇଛନ୍ତି।

ଅଭିଯୋଗ ରୁ ପ୍ରକାଶ, ଆରଡି ରାସ୍ତା ଠାରୁ ଲଇତରା ପଞ୍ଚାୟତ ଦେଇ ଯାଇଥିବା ପତରପୁଡି ପର୍ଯ୍ୟନ୍ତ ୨.୫ କିଲୋମିଟର ରାସ୍ତା ଥିବାବେଳେ ସେଥିମଧ୍ୟରୁ ପଞ୍ଚାୟତ ଅଫିସ ଠାରୁ ହରିଜନ ପଡା ପ୍ରାୟ ୩୫୦/୪୦୦ ମିଟର ରାସ୍ତା ପୂର୍ବରୁ କଂକ୍ରିଟ କରଣ ହୋଇଥିଲା। ଏହି ରାସ୍ତାର ପାର୍ଶ୍ଵରେ ଡ୍ରେନ ପାଇଁ ଗାଁର ସର୍ବସାଧାରଣ ଦାବି କରିଆସୁଥିବା ବେଳେ ସେଠାରେ ଡ୍ରେନ ନିର୍ମାଣ କରିବା ବଦଳରେ ଠିକାଦାର ଜଣକ ୪ ଲକ୍ଷ ଟଙ୍କ ଅଟକଳ ବ୍ଯୟରେ ପୁନଃ ସେହି ରାସ୍ତା ଉପରେ କଂକ୍ରିଟ କାମ କରିଛନ୍ତି। ଯାହାକି ଚଳିତ ପଞ୍ଚାୟତ ନିର୍ବାଚନ ଲାଗି ଆଚାର ସଂହିତା ଲାଗୁ ହେବା ଦିନ ତରବରିଆ ଭାବେ ରାତିରେ ପ୍ରାୟ ୧୫୦ ମିଟର ରାସ୍ତା ଉପରେ ନୂତନ ଭାବେ କଂକ୍ରିଟ କାମ କରାଯାଇଛି। ତାହା ପୁଣି କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ରେ ଏନେ ଜେଇ ପ୍ରକାଶ ଭୋଇଙ୍କ ସହିତ ପ୍ରଥମେ ଫୋନ ଓ ପରେ ହ୍ବାଟସ୍ ଆପରେ ମଧ୍ୟ ଫଟୋ ପଠାଇ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ଦେଇନଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ଯନ୍ତ୍ରୀ ଓ ଠିକାଦାରଙ୍କ ମିଳିତ ସଲାସୁତୁରାରେ ଏହି କଂକ୍ରିଟ ରାସ୍ତା କାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି। କାରଣ ଜେଇଙ୍କ ଅନୁପସ୍ଥିତିରେ ରାତିଅଧିଆ ଏହି ରାସ୍ତା ଉପରେ ନିମ୍ନମାନର କଂକ୍ରିଟ କାମ ହୋଇଥିବା ବେଳେ ଠିକ୍ ଭାବରେ ପାଣି କ୍ଯୁଅରିଂ କରାଯାଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲାପାଳ କିମ୍ବା ପିଡି,ଡିଆର,ଡିଏ ଏହା ଉଚିତ ତଦନ୍ତ କରି ଦୃଢତା ସହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

କେସିଙ୍ଗା ରୁ ଚନ୍ଦ୍ରମଣୀ ସ୍ବାଇଁ ଙ୍କ ରିପୋର୍ଟ

Related posts

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ଆସନ୍ତୁ କଳି ଯୁଗର ୫ଟି ବାସସ୍ଥାନ ବିଷୟରେ ଜାଣିବା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort