ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଲେ କୋକସରା ବ୍ଲକ କଂଗ୍ରେସ କର୍ମକର୍ତ୍ତା

କୋକସରା,୧୯/୧୧-( ମ ନି ସ) ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଶନିବାର କୋକସରା ବ୍ଲକ କଂଗ୍ରେସ କର୍ମକର୍ତ୍ତା ମାନେ ପାଳନ କରିଛନ୍ତି। ଏହି ଅବସରରେ କୋକସରା ବ୍ଲକ କଂଗ୍ରେସ ଭବନ ଠାରେ ଦଲୀୟ କର୍ମକର୍ତ୍ତା ମାନେ ତାଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କଂଗ୍ରେସ ସଭାପତି ଘନଶ୍ୟାମ ଜାଲଙ୍କ ସଭାପତିତ୍ୱରେ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, କେଶବ ଚନ୍ଦ୍ର ନାଏକ, ନିମାଇଁ ଧଙ୍ଗଡା ମାଝୀ, ଯୁବନେତା ତ୍ରିଭୁବନ ନାଏକ, ମହେନ୍ଦ୍ର ଧରୁଆ, କାମଦେବ ଧଙ୍ଗଡା ମାଝୀ, ଅର୍ଜୁନ ବାଗ, ବ୍ରଜ ମିଶ୍ର, ଅଭିମନ୍ୟୁ ପଟ୍ଟନାୟକ, ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିସ୍ମୟ ଜାଗେ ମନେ 

କଳାହାଣ୍ଡି ସାମ୍ବାଦିକ ସଂଘ ର ଗୁରୁତ୍ୱପୂର୍ଣ୍ଣ ବୈଠକ ,ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ପ୍ରତି ନୀଳଗିରି ପୋଲିସ ର ବର୍ବରୋଚିତ ନିର୍ଯ୍ୟାତନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି

Sunil Chandra Nayak

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!