ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୯0 ବର୍ଷ ବୟସ୍କ ସାଇକେଲ ଚଳାଳି ଶିଵ ଵାଵୁଙ୍କୁ ମିଠା ଖୁଆଇ ଏଵଂ କାଳୀ ଗାଇ ଦୁଗ୍ଧ ପିଆଇ କୁନି ବାଳିକାମାନେ କରିଲେ ସମ୍ବର୍ଦ୍ଧନା

 କାମାକ୍ଷାନଗର (ମସୀହା) କଥା ଟି ଶୁଣିବାକୁ ଟିକେ ଅବାକ୍ ଲାଗୁଥିଲେ ମଧ୍ୟ ଏମିତି କିଛି ପ୍ରାପ୍ତ ଵୟସ୍କ ବ୍ୟକ୍ତି ଅଛନ୍ତି ସେମାନଙ୍କ ଠାରୁ କିଛି ଉପଲବ୍ଧି କରିବାର ଆବଶ୍ୟକତା ରହିଛି । ହଁ ଆଜ୍ଞା ,ମାନେ ଏକ ବାସ୍ତବିକ ସତ୍ୟ ଘଟଣା l ଯାହା କୁ ଦେଖି ଆଜିର ଯୁବପିଢୀ ଅଭିପ୍ରେରିତ ହେଵେ । ସୁଚନା ଯୋଗ୍ୟ ଯେ ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଵ୍ଲକ , ବାଉଁସପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଷିଆ ଗ୍ରାମର ବରେଣ୍ୟ ବନ୍ଦନୀୟ ପୁଜନୀୟ ଶ୍ରୀଯୁକ୍ତ ସଦାଶିବ ରାଉଳ ମହୋଦୟ (ଶିଵ ବାବୁ) ,ଯାହାଙ୍କର ବୟସ ୯0 ବର୍ଷ l ପେଶା ରେ ଜଣେ ଅଭିଜ୍ଞ ପୁରୁଖା ବଇଦ , ଯଥେଷ୍ଟ ବୟସ ଅତିକ୍ରାନ୍ତ କଲାପରେ ମଧ୍ୟ ପ୍ରତିଦିନ ସେ ସାଇକେଲରେ ୧୦ କିଲୋମିଟର ଅଞ୍ଚଳ ପରିଭ୍ରମଣ କରିଥାଆନ୍ତି । ଯୁବକଙ୍କ ଭଳି ତାଙ୍କ ଜମିରେ ଚାଷ କାର୍ଯ୍ୟ ମଧ୍ୟ କରନ୍ତି ପ୍ରତିଦିନ । ଶିଵ ଵାଵୁ ଆଜି ତାଙ୍କ ଗ୍ରାମରେ ସାଇକେଲରେ ପରିଭ୍ରମଣ କଲା ସମୟରେ ଗ୍ରାମର କୁନି ବାଳିକା ମାନେ ଗୁରୁଜନଙ୍କ ମାନଙ୍କ ଉପସ୍ଥିତିରେ ତାଙ୍କୁ ରସଗୋଲା ମିଠା ଖୁଆଇଵା ସହ କାଳୀ ଗାଇ ଦୁଗ୍ଧ ପିଆଇ ଉତ୍ତରୀୟ ସହ ଗେଣ୍ଡୁଫୁଲ ହାର ପିନ୍ଧାଇ ଭଵ୍ୟତାର ସହିତ ସମ୍ବର୍ଦ୍ଧନା କରିଥିଲେ ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନୂଆଖାଇ

Sunil Chandra Nayak

ପୋଲିସ କ୍ବମିଙ୍ଗ ବେଳେ ବିପୁଳ ମାଓ ସାମଗ୍ରୀ ଜବତ, ପ୍ରେସମିଟ ରେ ସୂଚନା ଦେଲେ ପୋଲିସ ଆରକ୍ଷୀ ଆଧିକ୍ଷକ

Sunil Chandra Nayak

କୋଟିପଦର ଗ୍ରାମ ଠାରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ ଶୁଭାରମ୍ଭ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort