ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

2022 LPL ନିଲାମୀ ପ୍ରକ୍ରିୟା ଆରମ୍ଭ

ଲଙ୍ଗଳେଶ୍ଵର -29/11/  2022 ଆଈ ପି ଏଲ ପରି ଏଲ ପି ଏଲ ର ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଯାଇଛି l ଆଜିକାଲି ଖେଳରେ ଖେଳ ଦର୍ଶକ ମାନଙ୍କୁ ସୁହାଇଲା ଭଳି ଖେଳ ଆଈ ପି ଏଲ ଢାଞ୍ଚାରେ ଲଙ୍ଗଳେଶ୍ୱର ପ୍ରିମିୟମ ଲିଗ (LPL)ଖେଳ ପାଇଁ ସାତଟି ମାଲିକ ସହିତ ଖେଳାଳି ମାନଙ୍କୁ କିଣିବା ପ୍ରକ୍ରିୟା ବାଲିଆପାଳ ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ଯମୁନାଶୂଳ ଆଈ ବି ରେ ନିଲାମୀ ସରିଯାଇଛି l ଏବେ ପଚାଷ ଓଭର ଖେଳକୁ ଭୁଲିଯାଇ ଟି 20 ଖେଳକୁ ଦର୍ଶକ ଆଦରି ନେଇଛନ୍ତି ବା ପସନ୍ଦ କରୁଛନ୍ତି l ଏହି ଏଲ ପି ଏଲ ରେ ସାତଟି ଟିମ ଅଂଶଗ୍ରହ କରିଛନ୍ତି l ଟିମର ସାତଜଣ ମାଲିକ ଶହେ ଚାଳିଶ ଜଣ ଖେଳାଳି ମାନଙ୍କ ଭିତରୁ ଗୋଟିଏ ଟିମ ପନ୍ଦର ଜଣ ଖେଳାଳି କୁ କିଣିବାର ନିୟମ ଅଛି l ସାତଟି ଟିମ ର ନାମ ରୟାଲ ସୁପର ଫାଇଟ୍ରସ ,ଜିସି ଟାଇଗର ,ୟୁନିକ ପାୱାର ହିର୍ଟର୍ସ ,ଜୟ ମାତାଦି ଫାଇଟ୍ରସ ,ସାଇ କୃଷ୍ଣ ଫାଇଟ୍ରସ ,ଦି ୱାରିଅର୍ଶ ରିଟର୍ଣ୍ଷ ,ସ୍ମାର୍ଟ ପ୍ରପଟି ଜୱେଲସ l 2910 ଟଙ୍କାରେ ମଣ୍ଟୁ ବାରିକ କୁ ୟୁନିକ ପାୱାର, ହିର୍ଟର୍ସ ,1550 ଟଙ୍କାରେ ବିକାଶ ଗିରି କୁ ଦି ୱାରିଅର୍ଶ ରିଟ୍ରର୍ଣ୍ଷ ,990 ଟଙ୍କାରେ ରାଜେଶ ସୋରେନ କୁ ରୟାଲ ସୁପର ଫାଇଟ୍ରସ ଅଧିକ ଦାମରେ କିଣିଥିବା ସୂଚନା ଅଛି l ଏହି ଟୁର୍ନାମେଣ୍ଟ ଟି ଡିସେମ୍ବର 10 ତାରିଖରୁ ଆରମ୍ଭ ହୋଇ 25ତାରିଖ ରେ ସରିବ l ବାଲିଆପାଳ, ବସ୍ତା, ଜଳେଶ୍ୱର, ଭୋଗରାଇ, ବାଲେଶ୍ୱର, ମୟୁରଭଞ୍ଜ ରୁ ବଛାବଛା ଅଲ ରାଉଣ୍ଡର କେଳାଳୀ ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରୁଛନ୍ତି l ଏହି ଖେଳଟି ଲଙ୍ଗଳେଶ୍ୱର କାଳୀଝାଟି ପଡିଆରେ ହର ପାର୍ବତୀ କ୍ଳବ ଓ ଏଲ ପି ଏଲ କମିଟି ଦ୍ୱାରା ଅନୁଷ୍ଠିତ ହେବ l ଦେଖିବାକୁ ବାକିରହିଲା କେଉଁ ଟିମ ଜିତୁଛି ଓ କେଉଁ ଟିମ ହାରୁଛି l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବାଲେଶ୍ବର – ଉତ୍କଳମଣି ବରିଷ୍ଟ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଜୁଳି ଚୋରି ରୋକିବାକୁ ଯାଇ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ମାରଣାତ୍ମକ ଆକ୍ରମଣ, ଥାନାରେ ମାମଲା, ହାତବାନ୍ଧି ବସିଛି ସିଂଲା ପୋଲିସ

Sunil Chandra Nayak

ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ବିଭିନ୍ନ କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort