ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦାହାଣ୍ଡି ବ୍ଲକ ରେ ନୂତନ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

 ତେନ୍ତୁଳିଖୁଣ୍ଟି – ୦୯/୧୨/୨୨ /ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ନୂତନ ଗୋଷ୍ଟି ଶିକ୍ଷା ଅଧିକାରୀ ଭାବେ ସମରେନ୍ଦ୍ର ଭୈାମିକି ନନ୍ଦାହାଣ୍ଡି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭୈାମିକଙ୍କୁ କାର୍ଯ୍ୟାଳୟ ପରିସରରେ ଶିକ୍ଷକ ସଂଘ ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ କର୍ମଚାରୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି, ବର୍ତ୍ତମାନ ଶ୍ରୀ ଭୈାମିକ ତେନ୍ତୁଳିଖୁଣ୍ଟି ବ୍ଲକ ର ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ନନ୍ଦାହାଣ୍ଡି ବ୍ଲକ ରେ ଅତିରିକ୍ତ ଭାବେ ଦାୟିତ୍ଵ ତୁଲାଇବେ ବୋଲି ଜଣାପଡିଛି। ଅନ୍ୟପଟେ ନନ୍ଦାହାଣ୍ଡି ବ୍ଲକରେ ଖାଲି ପଡ଼ିଥିବା ସ୍ଥାୟୀ ବି ଇ ଓ ପଦବୀ ପୂରଣ ଦିଗରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବ ଉଦଘାଟିତ

Sunil Chandra Nayak

ଜୀବନ ଜ୍ୟୋତି କ୍ଲବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ କଙ୍ଗନା ରାନାତ୍ତ୍ୱତ୍..!!

Sunil Chandra Nayak

Leave a Comment

error: Content is protected !!