ଜୁନାଗଡ଼ ,୧୦/୧୨(ମ ନି ସ) ଜାତୀୟ କଂଗ୍ରେସ କମିଟି ର ପୂର୍ବତନ ସଭାପତି ତଥା ଇଉପିଏ ଅଧକ୍ଷ୍ୟା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଜୁନାଗଡ଼ ମୁଖ୍ୟ ଡାକ୍ତର ଖାନା ରେ ଉପସ୍ତିତ ରୋଗୀ ମାନଙ୍କୁ ବିଭିନ୍ନ ଫଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟ କ୍ରମରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସାଉଲ ମଙ୍ଗରାଜ ଯୁବନେତା ଶ୍ରୀ ପ୍ରଭାତ କୁମାର ଦାସ ଜୁନାଗଡ ସଭାପତି ଅମିତ୍ ଅଗ୍ରୱାଲ ଆଇନ୍ ଯିବି ଚିତ୍ତରଞ୍ଜନ ନିଆଲ ଜୁନାଗଡ଼ ଯୁବ କଗ୍ରେସ ବିଧାନସଭା ସଭାପତି ଅନିଲ କୁମାର ମଲ୍ଲିକ,ଧର୍ମଗଡ଼ ଯୁବ କଂଗ୍ରେସ ବିଧାନସଭା ଶ୍ରୀ ଡାକେ ଲହଜଳ ଯୁବ ନେତା ପପୁ ମାଝୀ ଦେବରାଜ ଭାଟି ବରୁଣ ପ୍ରଧନୀ ହେମନ୍ତ ଭାଟି ପ୍ରମୁଖ ଉପସ୍ଥିତ ଥିଲେ।
next post