ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବଡ଼ପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ

ଲାଞ୍ଜିଗଡ଼,୧୦/୧୨(ମନିସ)-ଲାଞ୍ଜିଗଡ଼ ବଡ଼ପଡ଼ାସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ! ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ନାଏବ ସରପଞ୍ଚ ହରେକ୍ରୁଷ୍ଣ ତାଣ୍ଡି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପରମାନନ୍ଦ ନାଏକ, ଦାଶରଥୀ ତାଣ୍ଡି, କନ୍ଦର୍ପ ତାଣ୍ଡି, ଲକ୍ଷ୍ମୀ ନାଏକ, ସନ୍ତୋଷିନୀ ନାଏକ, ନରେନ୍ଦ୍ର ନାଏକ, ବାବୁଲା ତାଣ୍ଡି, ସୁଷମା ନିଆଲ, ଜୁଲି ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ! ସହକାରୀ ଶିକ୍ଷକ ମୋହନ ସିଂ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ଦ୍ବାଦଶତମ ସ୍ଥାପନା ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

Sunil Chandra Nayak

ଡକ୍ଟର ଅଜିତ ବେହେରାଙ୍କୁ ଶିକ୍ଷା ଭାରତୀ ସମ୍ମାନ

Sunil Chandra Nayak

Leave a Comment

error: Content is protected !!