ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ୧୯୯୭ ରୋପ୍ୟ ସଂଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ଉତ୍କେଲା୧୨/୧୨-କଳାହାଣ୍ଡି ଜିଲ୍ଲା କେସିଙ୍ଗା ୧୯୯୭ ରୌପ୍ୟ ସଂଗଠନ ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଥିବା ରୋଗୀ ମାନଙ୍କୁ ସୋମବାର ଫଳ ବଣ୍ଟନ କରାଯଇଛି l ଏଥିରେ ହସ୍ପିଟାଲ ଇନଚାର୍ଜ ଡକ୍ଟର ସୁବାଷ ଚନ୍ଦ୍ର ବେହେରା,୧୯୯୭ ରୌପ୍ୟ ସଂଗଠନ ସଭାପତି କୃଷ୍ଣ କୁମାର ସାହା, ଉପସଭାପତି କୁନା ପ୍ରଧାନ, ସାଧାରଣ ସମ୍ପାଦକ ମଧୁ ସିନ୍ଦୁର, ସହ ସମ୍ପାଦକ ପ୍ରଶନ୍ନ ଭୋଇ, ପୁରନ୍ଦର ସାହା , ହେମେନ୍ଦ୍ର ମାଝୀ, ଚୈତନ୍ୟ ଆଡଜୁଏଡ଼, ଭଗବାନ ଗଉଡ଼, ମୋହନ ବାଗ, ମନୋଜ ବେହେରା,କିଶୋର ବାଗ, ଙ୍କ ସହ ହସ୍ପିଟାଲ ର ସମସ୍ତ ଷ୍ଟାପ ଉପସ୍ଥିତ ରହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁନ୍ୟ ୨୫ ଜଣ ରେଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ୧୯୯୭ ରୌନ୍ୟ ସଂଗଠନ ର ଉପଦେଷ୍ଟା ପ୍ରଣବ ଭୋକ୍ତା ପରିଚାଳନା କରିଥିଲେ l 

         ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ 

                     

Related posts

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

ଝାରବନ୍ଧ ପଞ୍ଚାୟତ ପିଡିଏସ ଘୋଟାଲା ଘଟଣା, ଦଲିତ ଅଧିକାର ମଞ୍ଚ, ଯୁବ ଅଧିକାର ମଞ୍ଚ, ସାହାର୍ଯ୍ୟ ସେନା ଓ ଗରିବ ସେନା ପକ୍ଷରୁ ଘେରାଉ

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!